ସମ୍ବଲପୁର ଗୋବିନ୍ଦତଲା ରାସ୍ତାନେ ହାଟ ବସବାରନୁ ହେଉଛେ ସମସ୍ୟା

0

ସମ୍ବଲପୁରନେ ଟ୍ରାଫିକ୍ ସମସ୍ୟାଟା ସବୁବେଲେ ରହିଆସିଛେ । ଲୋକସଂଖ୍ୟା ସଂଖ୍ୟା ସାଙ୍ଗେ ଗାଡିମଟର ଭିଲ୍ ବଢୁଛେ ହେଲେ ରାସ୍ତାଘାଟର ସମାନ୍ ଅବସ୍ଥା ଭିଲ୍ ଏକା ରହିଛେ । ଇ ସବୁ ଭିତରେ ହାଟ ଲଗଉଥିବାର ବେପାରୀକଁର ଦୁଃଖ୍ ଅଏତକା ବଢିଛେ । ନିର୍ଦ୍ଧିଷ୍ଟ ହିସାବେ କେନସିନେ ପସରା ଲଗାବାର ଲାଗି ଜାଗା ନାଇଁ ଦିଆଯାଉଥିବାରନୁ ଇଥିତାହିଁ ହେଇଯାଉଛନ୍ ଇମାନେ । ବାରମ୍ବାର ଅଭିଯୋଗ ଉତାରୁ ଭିଲ୍ ମହାନଗର ନିଗମ ଆଡୁ କିଛି ସୁବିଧା ନାଇଁ କରାଯାଉଥିବାର ବେଲକେ ଫି ଦିନ୍ ରାସ୍ତା ଉପରେ ହାଟ୍ ଲଗଉଛନ୍ ବେପାରୀ । ଯେନଥିର ଲାଗି ଟ୍ରାଫିକ୍ ସମସ୍ୟା ବଢବାର ସାଙ୍ଗେ ଲୁକକଁର ଯିବାର ଆଏବାରନେ ଭିଲ୍ ସମସ୍ୟା ହେଉଛେ । ସମ୍ବଲପୁରନେ ରାସ୍ତା ଉପରେ ହାଟ ବସୁଥିବାରନୁ ଆର କାଣା ସମସ୍ୟା ହେଉଛେ ଜାନମା ପହରାର ଇ ଭିଡିଓନେ ।

Leave A Reply

Your email address will not be published.