Browsing Tag

odisha traffic rule

ନିୟମ ନାଇଁ ମାନଲେ ମିଲବା ‘ଲଭ୍ ଲେଟର’

ଟ୍ରାଫିକ୍ ନିୟମ୍ ନାଇଁ ମାନୁଥିବାର ଲୋକମାନକୁଁ ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ କଡା ତାଗିଦ୍ । ନିୟମ୍ ନାଇଁ ମାନଲେ ଘରକେ ପଠାଯିବା ଚାଲାଣ । ସେ କହିଛନ୍ ଯେ, ଯେନମାନେ ଭାବୁଛନ୍ କି ରାସ୍ତାନେ ଟ୍ରାଫିକ୍ ନିୟମ୍ ଭାଙ୍ଗଲେ କେହି ନାଇଁ ଦେଖବାର ବଲି ସେମାନେ ଭୁଲ୍ ଭାବୁଛନ୍ । ସେମାନକଁର ଉପରେ…

ଗାଡି ମଟର କାଗଜପତର ନାଇଁଥିଲେ ବଢବା ମୁସ୍କିଲ୍‌

ରାଜ୍ୟନେ ଫେର୍ ଟ୍ରାଫିକ୍ ନିୟମ୍ କଡାକଡି କରାଯିବା । ଗାଡିମଟର କାଗଜ ପତର ନାଇଁଥିଲେ କି ହେଲମେଟ୍ ନାଇଁ ପିନ୍ଧିଥିଲେ ଗାଡି ଧରିକରି ନାଇଁ ବାହାରୁନ୍ । କାଣା ହେଲା ଯେ କି , ଜାନୁଆରୀ ପହେଲାନୁ ଗାଡି ମଟର କାଗଜ ପତର ଯାଂଚ କରାଯିବାର ଉପରେ ଅଏତକା ଗୁରୁତ୍ୱ ଦିଆଯିବା । ଆଏବାର ମାସନୁ କରୋନା…