୧୦ନୁ ଖୁଲବା ହରିଶଙ୍କର ପୀଠ୍‌

ଜାନୁଆରୀ ୧୦ ତାରିଖନୁ ହରିଶଙ୍କର ମନ୍ଦିର ଖୁଲବାର ନେଇକରି ବୈଠକନେ ହେଲା ନିଷ୍ପତ୍ତି

0

ଶେଷ ହେଲା ସବୁ ଟକା, ଜାନୁଆରୀ ୧୦ ତାରିଖନେ ଶ୍ରଦ୍ଧାଲୁକଁର ଲାଗି ଖୁଲବା ହରିଶଙ୍କର ପୀଠ୍ । ପାଟଣାଗଡ଼ ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ସୋମନାଥ ପ୍ରଧାନକଁର ଅଧ୍ୟକ୍ଷତାନେ ହେଇଥିବାର ବୈଠକନେ ଏନ୍ତା ନିଷ୍ପତ୍ତି ନିଆଯାଇଛେ । ଗଲା ୯ ମାସ୍‌ରୁ ଅଏତକା ଦିନ୍ ହେବା ହରିଶଙ୍କର ମନ୍ଦିର ସାଧାରଣ ଲୁକକଁର ଲାଗି ମନ୍ଦ ରହିଥିଲା । ମନ୍ଦିର ସେବାୟତ୍ ଖାଲି ରହିକରି ପୂଜାପାଠ୍ କରୁଥିଲେ । ଇହାଦେ କୋଭିଡ୍ ଗାଇଡଲାଇନ୍ ମାନିକରି ମନ୍ଦିର ଖୁଲାଯିବାର ନେଇକରି ନିଷ୍ପତ୍ତି ନିଆଯାଇଛେ ।

ମନ୍ଦିର ଭିତର ସାନିଟାଇଜଡ୍ କରାଯିବାର ଲାଗି ସବୁ ଶନିବାର ଦର୍ଶନ୍ ବନ୍ଦ ରହେବା । ମାସ୍କ ପିନ୍ଧବାର ଆରୁ ସାନିଟାଇଜଡ୍ କରବାର ବାଧ୍ୟତାମୂଳକ କରାଯାଇଛେ । ଗଲା କିଛି ଦିନ୍ ଭିତରେ ରାଜ୍ୟର ଭିନ୍ ଭିନ୍ ଜାଗାର ପ୍ରମୁଖ୍ ମନ୍ଦିର ମାନେ ଖୁଲବାର ଲାଗି ଅନୁମତି ମିଲିଥିଲେ ଭିଲ୍ ହରିଶଙ୍କର ମନ୍ଦିର ନାଇଁ ଖୁଲିଥାଇ । ମନ୍ଦିର ଖୁଲବାର ଅନୁମତି ଦେବାର ନେଇକରି ଜିଲ୍ଲା ପ୍ରଶାସନ୍ ପାଶେ ଦାବି କରାଯାଇଥିବାର ବେଲକେ ଆଏବାର କାଏଲନୁ ମନ୍ଦିର ଖୁଲବାର ନେଇକରି ନିଷ୍ପତ୍ତି ନିଆଯାଇଛେ ।

Leave A Reply

Your email address will not be published.