Browsing Tag

pritika chouhan

ଏନସିବି ହାତେ ଟେଲି ଅଭିନେତ୍ରୀ

ବଲିଉଡନେ ଡ୍ରଗ୍ସ ଲିଙ୍କ ବାଦ୍ ଟେଲି ଇଣ୍ଡଷ୍ଟ୍ରୀନେ ଭିଲ ଡ୍ରଗ୍ସ ଲିଙ୍କ ଭଟାକେ ଆସିଛେ । ଟେଲି ଅଭିନେତ୍ରୀ ପ୍ରୀତିକା ଚୌହାନଙ୍କୁ ଡ୍ରଗ୍ସ ଘିନୁଥିବାର ବେଲେ ଏନସିବି ହାତେ ଧରା ପଡିଛନ୍ । ଡ୍ରଗ୍ସ ଛଡା ଗଂଞ୍ଜେଇ ଭିଲ ତାଙ୍କର ପାଶୁ ଜବତ କରିଛେ ଏନସିବି ।ମାମଲାନେ ମୁମ୍ବାଇର ବର୍ସୋଭା ସହରର…