ବୀର୍ ସୁରେନ୍ଦ୍ର ସାଏକଁର ପ୍ରତିମୂର୍ତ୍ତି ଉନ୍ମୋଚିତ୍‌

ଝାରସୁଗୁଡ଼ା ବିମାନ ବନ୍ଦରନେ ବୀର୍ ସୁରେନ୍ଦ୍ର ସାଏକଁର ପ୍ରତିମୂର୍ତ୍ତି ଉନ୍ମୋଚନ୍ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0

ବୀର୍ ସୁରେନ୍ଦ୍ର ସାଏକଁର ଜନମ୍ ଦିନନେ ଉନ୍ମୋଚନ୍ ହେଲା ତାକଁର ପ୍ରତିମୂର୍ତ୍ତି । ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁହୁଞ୍ଚିକରି ମାଟିର ବୀର୍ ପୁଓ ସୁରେନ୍ଦ୍ର ସାଏକଁର ପ୍ରତିମୂର୍ତ୍ତି ଉନ୍ମୋଚନ୍ କରିଛନ୍ ଆଏଜ୍ । ୧୪ ଫୁଟ୍ ଉଚ୍ଚା ମୂର୍ତ୍ତି ଉନ୍ମୋଚିତ୍ କରାଯାଇଛେ । ସୁରେନ୍ଦ୍ର ସାଏକଁର ଇ ମୂର୍ତ୍ତି ଦିଲ୍ଲୀ ଗାଜିଆବାଦ୍‌ନେ ତିଆର କରାଯାଇଥିବାର ବେଲକେ ଏମସିଏଲ୍ ଆଡୁ ୬୦ ଲାଖ୍ ଟଙ୍କା ଖର୍ଚ୍ଚାନେ ବନାଯାଇଛେ । ଇ ଅବସରନେ ଗୁଟେ ସ୍ମୁତିସଭାର ଆୟୋଜନ୍ କରାଯାଇଥିଲା । ସୁରେନ୍ଦ୍ର ସାଏକଁର ଜନମ୍ ଜାଗା ଖିଣ୍ଡାକେ ପର୍ଯ୍ୟଟନ୍ ସ୍ଥଲର ମାନ୍ ଦିଆଯିବା ବଲିକରି କହିଛନ୍ ଧର୍ମେନ୍ଦ୍ର ପ୍ରଧାନ୍ । ଇ ସଭାନେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ବରଗଡ଼ ସାଂସଦ ସୁରେଶ ପୂଜାରୀ, ସାଂସଦ ନିତେଶ ଗଙ୍ଗଦେବ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିକଁର ସାଙ୍ଗେ ବିଧାୟକ ଆରୁ ବିମାନବନ୍ଦର ନିର୍ଦ୍ଦେଶକ ସାମିଲ ହେଇଥିଲେ । ଆଏଜ ସମଲ୍ ମାଏଟ୍‌ର ବୀର୍ ପୁଓ ବୀର ସୁରେନ୍ଦ୍ର ସାଏକଁର ଜନମ୍ ଜୟନ୍ତୀ ହେଇଥିବାର ବେଲକେ ତାକଁର ବୀର୍ ଗାଥାକେ ସୋର୍ ପକଉଛନ୍ ରାଜ୍ୟବାସୀ ।

Leave A Reply

Your email address will not be published.