୫୦ ବର୍ଷର ଦାବି ପୂରନ୍ ହେବାର୍ ଉତାରୁ ସରଲା କାଏଁ ଟିଟିଲାଗଡର ଦୁଃଖ୍

0

ଐତିହାସିକ୍ ଟିଟିଲାଗଡ ସହର । ତତଲାଗଡ ହିସାବେ ଜନାଶୁନା ଟିଟିଲାଗଡ କିନ୍ତୁ ପଶ୍ଚିମ ଓଡ଼ିଶାର ଗୁଟେ ପ୍ରମୁଖ୍ ଜାଗା । ହଜାର ହଜାର ଲୋକ୍ ଫିଦିନ୍ ଟିଟିଲାଗଡକେ ଯିବାର୍ ଆଏବାର୍ କରିଥିସନ୍ । ହେଲେ ଇ ଦିନ୍ ଦିନ୍ ଧରି ଇ ଐତିହାସିକ୍ ସହରର ଗୁଟେ ଦୁଃଖ୍ ଥିଲା ଟ୍ରାଫିକ୍ ସମସ୍ୟା । ସହରକେ ଦୁଇ ଭାଗ୍ କରୁଥିବାର୍ ହାଟପଡା ରେଲବାଇ ଫାଟକ୍ ଉପରେ ଗୁଟେ ଓଭରବ୍ରିଜ୍ ବନାବାର୍ ଦାବି ନେଇ ଆଘୋନୁ କେତେଯେ ଆନ୍ଦୋଲନ୍ ହେଇଛେତାର ହିସାବ୍ ନାଇଁ । ହେଲେ ତାର କାମ୍ ପୁରା ହେବାର୍ ଉତାରୁ ଇଟା ଆଏଜ ଲୋକାର୍ପିତ୍ ହେଇଛେ । ଇ ଓଭରବ୍ରିଜ୍ ହେବାର୍ ଲାଗି ବନେ ସୁବିଧା ପାଏବେ ଟିଟିଲାଗଡର ଲୋକ୍ । ଇଟାକେ ଆଏଜ୍ ଭିଡିଓ କନଫରେନସିଂ ମାଧ୍ୟମନେ ଉଦଘାଟନ୍ କରିଛନ୍ ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.