କରୋନା ଲାଗି ସାରା ରାଏଜ୍‌ନେ ନାଇଟ୍‌କର୍ଫ୍ୟୁ

0

ରାଏଜର୍ କରୋନା ସ୍ଥିତି ଇହାଦେ ଡର୍‌ଡରନିଆ ହେଇ ଗଲାନ । ସେ ଭିତ୍‌ରେ ଲୋକ୍ ଟିକେ ସଚେତନ୍ ନାଇ ହେଉଥିବାର୍ ନୁ ରାଜ୍ୟ ସରକାର୍ ୧୭ ତାରିଖ୍‌ନୁ ସାରା ରାଏଜ୍ ନେ କରୋନା ମୁକାବିଲା ଲାଗି କଡା ନିୟମ୍‌୍ ଲାଗୁ କରିଛନ୍ । ପଶ୍ଚିମ୍ ଓଡିଶାନେ ଇହାଦେ ବି ସୀମା ପାଖାପାଖି ଥିବାର୍ ଅଂଚଲ୍ ମାନକୁଁ ସଟ୍ ଡାଉନ୍ ଲାଗୁ କରାଯାଇଛେ । କରୋନା ମୁକାବିଲା ଲାଗି ଆର୍ କାଣା କାଣା ଗାଇଡଲାଇନ୍ ଲାଗୁ କରାଯାଇଛେ ଆର୍ ପଶ୍ଚିମ୍ ଓଡିଶା ଲକ୍‌ଡାଉନ୍ ହେବା କି ନାଇ ସେ ଉପ୍‌ରେ କାଣା କାଣା କହିଛନ୍ ରାଜ୍ୟ ସରକାର ଦେଖ୍‌ମା ଇ ଭିଡିଓନେ ।

Leave A Reply

Your email address will not be published.