Browsing Tag

pslv-c-49-carrying-eos-01-9-other-satellites

୨୦୨୦ର ‘ଇସ୍ରୋ’ର ପହେଲା ମହାକାଶ ଅଭିଯାନ୍

ଇସ୍ରୋକେ ମିଲଲା ଆର ଗୁଟେ ସଫଲତା । ଶନିବାର ଦିନ୍ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ ଆଡୁ ୧୦ଟା କୃତିମ ଉପଗ୍ରହ କକ୍ଷପଥକେ ଛଡାଯାଇଛେ । ଇ ସବୁ ଉପଗ୍ରହକେ ପୋଲାର୍ ସାଟେଲାଇଟ୍ ଲଞ୍ଚ୍ ଭେଇକ୍‌ଲ୍ ମାଧ୍ୟମନେ ମହାକାଶକେ ପଠାଯାଇଛେ । ପିଏସ୍‌ଏଲ୍‌ଭି ର ଇଟା ହେଉଛେ ୫୧ ନମ୍ବର ଉତକ୍ଷେପଣ୍ । ଆଜି…