ନେହାଙ୍କର ହାତ ଧରଲେ ରୋହନ୍‌

‌ନେହା କକ୍କର ଆର ରୋହନ ପ୍ରିତ ସିଂଙ୍କର ବିହା ଭିଡିଓ ଭାଇରାଲ

0

ରୋହନ ପ୍ରୀତ୍ ଙ୍କ ର ସା୍‌ଙ୍ଗେ ସାତ୍‌ଫେରା ନେଲେ କଣ୍ଟଶିଳ୍ପୀ ନେହା କକ୍କର୍ । ନେହା କକ୍କରଙ୍କର ମେରେଜ୍ ଆର ଲଭ୍ ଆଫେୟାରକେ ନେଇ କରି କେତନିଟେ ଗୁଜବ ଚାଲିଥିଲା । ଇ ସବୁ କଥାନେ ଇହାଛିନ୍ ପୂର୍ଣ୍ଣଛେଦ ପକେଇକରି ଦିଲ୍ଲୀର ଗୁଟେ ଗୁରୁଦ୍ୱାରନେ ନେହାଙ୍କର ହାତ ଧରିଛନ ପଞାବୀ ସିଙ୍ଗର ଆର୍ ଆକ୍ଟର ରୋହନ ପ୍ରୀତ ସିଂ । ସବୁବେଲେ ସୋସିଆଲ ମିଡିଆନେ ଆକ୍ଟିଭ ରହୁଥିବାର ନେହା ତାଙ୍କର ମେହନ୍ଦୀ ଆର୍ ହଲଦି ର ଫଟୋ ସୋସିଆଲ ମିଡିଆନେ ସେୟାର କରିଥିଲେ । ନେହା ରୋହନ୍‌ଙ୍କର ବିହାଘରର ଭିଡିଓ ଭିଲ ସୋସିଆଲ ମିଡିଆନେ ଦେଖବାକେ ମିଲିଛେ। ନେହାଙ୍କର ଫ୍ୟାନ୍ କ୍ଲବ୍ ଆଡୁ ପହେଲାନୁ ଦୁହିଙ୍କର ବିହା କାର୍ଡ ପୋଷ୍ଟ କରାଯାଇଥିବାର ବେଲେ ଇହାଦେ ଦୁହିଙ୍କର ବିହାଘରର ସବୁ ରସମ୍ ରିବାଜର ଫଟୋ ଭିଡିଓ ପୋଷ୍ଟ କରାଯାଇଥିବାରଟା ଦେଖବାକେ ମିଲିଛେ । ଦୁଶରା ଆଡେ ନେହା ତାଙ୍କର ନୂଆ ଜୀବନ ଷ୍ଟାର୍ଟ କରବାକେ ଯାଉଥିବାରନୁ ପ୍ରଶଂସକଙ୍କର ଶୁଭେଚ୍ଛାର ଧାର ଲମ୍ବୁଛେ । ଇଠାନେ ଆମେ କହି ରଖବାକେ ଚାହୁଁଛୁ ଯେ ପହେଲାନୁ ନେହା ଆର ବଲିଉଡ ଅଭିନେତା ହିମାଂଶ କୋହଲିଙ୍କର ଲଭ ରିଲେସନ୍ ନେଇକରି ଖୋବଟେ ଚର୍ଚ୍ଚା ହେଇଥିଲା । ଆର ବ୍ରେକ୍‌ଅପ୍ ବାଦ୍ ନେହା ଡିପ୍ରେସନ୍‌ଥି ଭି ଥିଲେ । ତେଭେ ଇହାଦେ ନେହାଙ୍କୁ ତାଙ୍କର ମନର ମୁନୁଷ ମିଲିଯାଇଛନ୍ ।

 

 

Leave A Reply

Your email address will not be published.