Browsing Tag

sambalpur mahanagar nigam

ଟ୍ରାଫିକ୍ ସମସ୍ୟା ବନିଛେ ମୁଡଦୁଖା

ସମ୍ବଲପୁର ସହରନେ ଟ୍ରାଫିକ୍ ବେବସ୍ଥା ବେହାଲ୍ । ସହରର ଅଇଁଠାପାଲି ଛକ୍‌ନୁ କଚରୀ ଛକ୍ ରାସ୍ତା କଥା ନାଇଁ କହେବାର ହିଁ ଭଲ୍ । ଫ୍ଲାଇଓଭର କାମ୍ ଚାଲିଥିବାର ବେଲକେ ରାସ୍ତାନେ ଆଏବାର ଯିବାର ଲାଗି ବାଟ୍ ନାଇଁନ୍ । ୨୦୧୬ନୁ ଫ୍ଲାଇଓଭର ବନା କାମ୍ ମୁଲ ହେଇଥିଲେ ଭିଲ୍ ଇହାଦେ ତକ୍ ଇଟା ପୁରା…