ପଟ୍ଟଚିତ୍ର କଲା ଲାଗି ରାଉରକେଲାର୍ ଝି କୁଁ ପ୍ରଶଂସା କର୍‌ଲେ ମୋଦୀ

0

ରାଉରକେଲା ଟୁକେଲ୍ ଭାଗ୍ୟଶ୍ରୀକୁଁ ତାକଁର୍ ପଟ୍ଟଚିତ୍ର କଲା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ । ଭାଗ୍ୟଶ୍ରୀ ବିନା ତାଲିମ୍ ନେ ପଥର୍ ,କାଚ୍ ବୁତଲ୍‌, ବଲ୍‌ବ୍ ଥି ସୁନ୍ଦର୍ ସୁନ୍ଦର୍ ଚିତ୍ର କରୁଛନ୍ । ସେ ନିଜର୍ ତୁଲୀ ନେ ପଥର୍ ଥି ଜଗନ୍ନାଥ୍‌କଁର୍ ଭିନ୍ ଭିନ୍ ବେଶ, ରାଧାକୃଷ୍ଣ, ଶିବ ପାର୍ବତୀ କଁର୍ ସୁନ୍ଦର୍ ପ୍ରତିମା ବନେଇ ପାରୁଛନ୍ । ସେ ରାଉରକେଲା ର୍ ନଦୀ ମାନକୁଁ ଯାଇକରି ପଥର୍ ସଂଗ୍ରହ କରିଥିସନ୍ ଆର୍ ସେ ପଥର୍ କେ ନିଜର୍ ସୁନ୍ଦର୍ କାରୁକାର୍ଯ୍ୟ ଥି ତହାକେ ଗୁଟେ ସୁନ୍ଦର୍ ରୂପ ଦେଇଥିସନ୍ । ତାହାକଁର ଏତ୍‌କି ସୁନ୍ଦର୍ କାମ୍ କେ ଦେଖିକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାକଁର୍ ‘ମନ କି ବାତ୍‌’ ଶୋ ତାହାକୁଁ ପ୍ରଶଂସା କରିଛନ୍ ଆର୍ ତାକଁର୍ ଉଜ୍ୱଲ୍ ଭବିଷ୍ୟତ୍ ଲାଗି କାମ୍‌ନା କରିଛନ୍ ।

Leave A Reply

Your email address will not be published.