ଆଏଜ୍ ଅଏଁଲା ନଅମୀ

କରୋନା ଲାଗି ସାକ୍ଷୀଗୋପାଲ ମନ୍ଦିରକୁଁ ଭକତକୁଁ ମନା, ୨ଶହ ମିଟର ୧୪୪ ଧାରା ଜାରି

0

ଆଏଜ୍ ଅଏଁଲା ନଅମୀ ଆରୁ ରାଧା ପାଦ ଦର୍ଶନ୍ । କାର୍ତ୍ତିକ ମାସର ଉଜଲ୍ ପଖର ନଅମୀନେ ସାକ୍ଷୀଗୋପାଲ ମନ୍ଦିରନେ ଅଏଁଲା ନଅମୀର ଲାଗି ଜବର୍ ଭିଡ ହେଉଥିବାର ବେଲକେ ଇ ବରଷ୍ କରୋନା ଲାଗି ବିନା ଭକତ୍‌ଥି ହେଉଛେ ପୂଜା । କରୋନା ନିୟମ୍ ହିସାବେ ମନ୍ଦିର ଭିତରେ ମାହାପୁରୁକଁର ସବୁ ନୀତି ଅନୁଷ୍ଠିତ୍ କରାଯାଉଛେ । ଅଏଁଲା ନଅମୀ ଦିନ୍ ରାଧା ପାଦ୍ ଦର୍ଶନ୍ କରିଥିସନ୍ ଭକତ୍ । କରୋନା ଲାଗି ବିନା ଭକତ୍‌ନେ ପୂଜା କରାଯିବାର ଲାଗି ବୈଠକନେ ଠାନ୍ ନିଆଯାଇଛେ । ସାଧାରଣ ଭକତ୍‌କୁଁ ମନ୍ଦିର ବାରଣ କରାଯାଇଥିବାର ବେଲକେ ମନ୍ଦିରର ୨ଶହ ମିଟର ଭିତରେ ୧୪୪ ଧାରା ଜାରି କରିଛନ୍ । ମିଲିଥିବାର ସୂଚନା ହିସାବେ ପାରମ୍ପରିକ ରୀତିନୀତି ହିସାବେ ଦେବନୀତି କରାଯଉଛେ । ସାକ୍ଷୀଗୁପାଲ ମନ୍ଦିର ଚାରିଚକା ସାଫ୍ ସତର୍ କରାଯାଇଥିବାର ବେଲକେ ସୁନ୍ଦର ହିସାବେ ସଜାଯାଇଛେ ।

Leave A Reply

Your email address will not be published.