ଖୁଲବା ମନ୍ଦିର !

ମନ୍ଦିର ଖୁଲବାର ନେଇକିନା ରାଜ୍ୟ ସରକାର ଦେଲେ ସଂକେତ

0

ଖୋବଟେ ଦିନ ଧରି କରି ଧାର୍ମିକ ସ୍ଥଲମାନେ ବନ୍ଦ ରହିଥିବାର ବେଲେ ଇ ସବୁ ଖୁଲବାର ନେଇକିନା ସରକାରଙ୍କର ଆଡୁ ମିଲିଛେ ସଂକେତ । ମହାମାରୀ କରୋନା ଲାଗି ମାସ ମାସ ଧରିକିନା ମନ୍ଦିରକେ ଭକତଙ୍କୁ ବାରଣ କରାଯାଇଥିଲା । ଇହାଦେ କୋଭିଡ ଗାଇଡ ଲାଇନ୍ ହିସାବେ ରାଏଜର ମନ୍ଦିର ମାନକୁ ଖୁଲାଯିବାର ନେଇକରି ରାଜ୍ୟ ସରକାରଙ୍କର ଆଡୁ ସୂଚନା ମିଲିଛେ । ପୁରୀ ଶ୍ରୀମନ୍ଦିର ପ୍ରଶାସନ ସାଙ୍ଗେ ଦୁଶରା ମେନ୍ ମନ୍ଦିର ପ୍ରଶାସକଙ୍କର ପାଶକେ ସରକାର ଚିଠି ଜାରି କରିଛନ୍ । ଇନେଇକରି ମୁଖ୍ୟ ଶାସନ ସଚିବ ଟ୍ୱିଟ୍ କରିକିନା ଝନେଇଛନ୍ । ଆଏବାର ୧୦ ଦିନ୍ ଭିତରେ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ରିପୋର୍ଟ ଦାଖଲ କରବାର ଲାଗି କୁହାଯାଇଛେ । ମାସ ମାସ ଧରିକିନା ମନ୍ଦିର ବନ୍ଦ ରହିଥିବାର ବେଲେ ଭକତ ଆର ସେବାୟତଙ୍କର ଭିତରେ ଅସନ୍ତୋଷ ଦେଖବାକେ ମିଲିଥିଲା । ଗଲାକାଲି ବାଲିଅନ୍ତା ବ୍ଲକର ଭିନ୍ ଭିନ ମଠ ମନ୍ଦିରନେ ସେବାୟତମାନେ ଘଂଟ ପିଟିକିନା ନିଆରା ଢଙ୍ଗେ ବିକ୍ଷୋଭ କରିଥିଲେ । ମନ୍ଦିର ବନ୍ଦ ରହେବାର ଲାଗି ପୂଜକ, ମାଳି, ପଣ୍ଡା ଆର ଦୁଶରା ସେବାୟତଙ୍କର ଲାଗି କୁଟୁମ୍ ଚଲାବାର ମୁସ୍କିଲ ହେଇଯାଉଛେ । ଆର୍ଥିକ ସାହାଜ ଭିଲ ନାଇଁ ମିଲିଥିବାର ବେଲେ କୁଟୁମ୍ ଚଲବାର ଚିନ୍ତାନେ ପଡିଛନ୍ ସେବାୟତ, ପୂଜକ । ସେଆଡେ ଦୁଶରା ବେବସାୟିକ ପ୍ରତିଷ୍ଠାନ ଖୁଲି ସାରିଥିବାର ବେଲେ ମନ୍ଦିର ସବୁ ବନ୍ଦ ପଡିଛେ । ଯେନଥିର ଲାଗି ସେବକ ପୂଜକଙ୍କର ଭିତରେ ଅସନ୍ତୋଷ ଦେଖାଦେଇଛେ ।

Leave A Reply

Your email address will not be published.