ମାନସା ବାରଣାସୀ ମିସ୍ ଇଣ୍ଡିଆ-୨୦୨୦

ଫେମିନ୍ ମିସ୍ ଇଣ୍ଡିଆ ୨୦୨୦ର ମୁକୁଟ୍ ଜିତିଛନ୍ ତେଲେଙ୍ଗାନାର ମାନସା ବାରଣାସୀ

0

ମାନସା ବାରଣାସୀ ନୂଆଁ ମିସ୍ ଇଣ୍ଡିଆ ଟାଇଟଲ୍ ଜିତିଛନ୍ । ଫେମିନ୍ ମିସ୍ ଇଣ୍ଡିଆ ୨୦୨୦ର ମୁକୁଟ୍ ଜିତିଛନ୍ ମାନସା । ଟପ୍ ୩ ବିଜେତାକଁର ଭିତରେ ମାନସାକଁର ସାଙ୍ଗେ ରହିଛନ୍ ମାନିଆ ସିଂ, ମାଣିକା ଶୋକନ୍ଦ । ଫେମିନ୍ ମିସ୍ ଇଣ୍ଡିଆର ଅଫିସିଆଲ୍ ଇନଷ୍ଟାଗ୍ରାମ୍ ଆମାଉଣ୍ଟନୁ ଟପ୍ ୩ ବିଜେତାକଁର ନାଁ ଘୁଷଣା କରାଯାଇଛେ । ମିସ୍ ଇଣ୍ଡିଆ ଟାଇଟଲ୍ ଜିତିଥିବାର ୨୩ ବର୍ଷୀୟା ମନସା ବାରଣାସୀକଁର ତେଲେଙ୍ଗାନାନେ ।

କରୋନା ଲାଗି ଇଥର ଡିଜିଟାଲ୍ ମାଧ୍ୟମନେ ଇ ବଛର ମିସ୍ ଇଣ୍ଡିଆ ପ୍ରତିଯୋଗିତା ହେଇଥିଲା । ମନାସା ଫେମିନା ମିସ୍ ଇଣ୍ଡିଆ ଟାଇଟଲ୍ ଜିତବାର ଆଘୋନୁ ମିସ୍ ତେଲେଙ୍ଗାନା ଭିଲ୍ ହେଇଥିଲେ । ସେ ଫାଇନାନସିଆଲ୍ ଏକ୍ସଚେଞ୍ଜ ଇନଫରମେଶନ୍ ଆନାଲିଷ୍ଟ ଭାବେ କାମ୍ କରୁଛନ୍ । ସେ ଭାରତ ନାଟ୍ୟମ୍ ଆରୁ ଶାସ୍ତ୍ରୀୟ ସଙ୍ଗୀତ୍ ଶିଖିଛନ୍ । ଇ କାର୍ଯ୍ୟକ୍ରମନେ ବଲିଉଡ୍ ଅଭିନେତ୍ରୀ ବାନି କପୁର, ଚିତ୍ରାଙ୍ଗଦା ସିଂ, ଆରୁ ପୁଲକିତ ସମ୍ରାଟକଁର ଲେଖେଁ ସେଲିବ୍ରିଟି ସାମିଲ୍ ହେଇଥିଲେ ।

Leave A Reply

Your email address will not be published.