Browsing Tag

samlei temple trust board

ଦର୍ଶନ୍ ଦେବେ ମାଁ ସମଲେଇ

ଗଲା ୯ ମାସ୍ ତକ୍ ରାଜ୍ୟର ସବୁ ଧର୍ମପୀଠ୍ ମାନେ ବନ୍ଦ ରହିଥିବାର ବେଲକେ ଇହାଦେ ଧୀରେ ଧୀରେ ସବୁୂ ମନ୍ଦିରମାନେ ଖୁଲିବସଲାନ୍ । ପୁରୀ ଜଗନ୍ନାଥ ମନ୍ଦିର ବାଦ୍ ଗୁଟେ ଉତରୁ ଗୁଟେ ବଡ ବଡ୍ ମନ୍ଦିର ଆରୁ ଧର୍ମପୀଠ୍ ଖୁଲବାର ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ । ସବୁ ମନ୍ଦିର କୋଭିଡ୍ ନିୟମ୍‌କେ ଆଏଁଖ…

ଖୁଲବା ସମ୍ବଲପୁରର ସମଲେଇ ମନ୍ଦିର

ପୁରୀ ଜଗନ୍ନାଥ ମନ୍ଦିର ଖୁଲବାର ଅନୁମତି ମିଲଲା ବାଦ୍ ଇହାଦେ ସମ୍ବଲପୁରର ସମଲେଇ ମନ୍ଦିର ଖୁଲବାର ନେଇକରି ଭିଲ୍ କଥା ଚାଲିଛେ । ମନ୍ଦିର ଖୁଲବାର ନେଇକରି ଟ୍ରଷ୍ଟ ବୋର୍ଡ ଆଡୁ ଗୁଟେ ବୈଠକ କରାଯାଇକରି ଆଲୋଚନା କରାଯାଇଛେ । ଇ ବୈଠକନେ ବହୁତ୍ ଜଲଦି ଭକତ୍‌କଁର ଲାଗି ମନ୍ଦିର ଖୁଲାଯିବା ବଲିକରି…