Browsing Tag

scheme of odisha govt

କାଲିନୁୁ ଖୁଲ୍‌ବା ଅଙ୍ଗନବାଡି

କରୋନା ମହାମାରୀ ଉତାରୁ ଇହାଦେ ରାଏଜ୍‌ନେ ସବୁ ସ୍କୁଲ୍ , କଲେଜ୍ ଖୁଲିଥିବାର୍ ବେଲ୍‌କେ ରାଜ୍ୟ ସରକାର୍‌କଁର୍ ଆଡୁ ଅଙ୍ଗନ୍‌ବାଡି ଖୁଲ୍‌ବାର୍ କେ ନେଇକରି ନିର୍ଦ୍ଦେଶ ଜାରି ହେଇଛେ । ରାଜ୍ୟ ସରକାର୍‌କଁର୍ ନିର୍ଦ୍ଦେଶ୍ ହିସାବେ ସବୁ ଜିଲ୍ଲା ର୍ ଜିଲ୍ଲାପାଲ ଆର୍ ମୁନସିପାଲିଟି କମିଶନର୍…

ମୋ ସ୍କୁଲ୍ ଯୋଜ୍‌ନାନେ ଭଲ୍ କାମ୍ କର୍‌ଲେ ଶିକ୍ଷକ୍ ମାନକୁଁ ମିଲ୍‌ବା ପୁରଷ୍କାର୍‌

ରାଜ୍ୟ ସର୍‌କାର୍‌କଁର୍ ଆଡୁ କରାଯାଇଥିବାର୍ ମୋ ସ୍କୁଲ୍ ଯୋଜ୍‌ନା ନେ ଯୁଡି ହେଇଛେ କେତେଟା ନୁଆ ନିୟମ୍ । ଯେନଥି ରାଏଜ୍ ର ପ୍ରତି ଜିଲ୍ଲା ନୁ ୨ ରୁ ୩ ଟା ବିଦ୍ୟାଲୟ କେ ଭଲ୍ ସ୍କୁଲ୍ ହିସାବେ ମନ୍ୟତା ଦିଆଯିବା । ମୋଟ୍ ଶହେ ଟା ସ୍କୁଲ୍ କେ ବାଛିକରି ତାକେ ପରିବର୍ତ୍ତନ୍‌ଶୀଳ ଶିକ୍ଷାନୁଷ୍ଠାନ୍…