ବନ୍ଦ ରହେଲା ପଶ୍ଚିମଓଡିଶା 

ଚାଷୀ ଆନ୍ଦୋଲନ ଲାଗି  ଭାରତ ବନ୍ଦ

0

ପଶ୍ଚିମଓଡିଶା ନେ  ବି ଭାରତ ବନ୍ଦ ର ପ୍ରଭାବ୍‌ ଦେଖବାର୍‌ କେ ମିଲିଥିଲା । ବରଗଡ , ବଲାଙ୍ଗୀର୍‌ , ସମ୍ବଲପୁର୍‌ ,ଟିଟଲାଗଡ, ସୋନପୁର୍‌ ,ଝାରସୁଗୁଡା ନେ ଭିଲ୍‌ ଚାଷୀ ସଂଗଠନର ଭାରତ୍‌ ବନ୍ଦ ଡାକ୍‌ରା କେ ଲୁକେ ସମର୍ଥନ କରିଥିଲେ । ସେନ୍ତା ପଶ୍ଚିମଓଡିଶାର୍‌ ପ୍ରାୟ ସବୁ ଜିଲ୍ଲା ନେ ଚାଷୀ ମାନକଁର୍‌ ଆନ୍ଦୋଲନ ଦେଖବାର୍‌ କେ ମିଲିଥିଲା । ଭାରତ ବନ୍ଦ ଲାଗି କାଲି ସମ୍ବଲପୁରର୍‌ କୁଚିଣ୍ଡା , ରେଢାଖୋଲ୍‌ ,ଜମନକିରା ,ଧନକଉଡା ନେ ବି ସବୁ ବନ୍ଦ ରହିଥିଲା । ସମ୍ବଲପୁରନେ ବି ଗାଡି ମଟର୍‌ ଚଲାଚଲ ବନ୍ଦ ରହିଥିଲା । ରାଜ୍ୟ ସରକାରକଁର୍‌ ଅନୁମତି ହିସାବେ ସବୁ ସରକାରୀ କାର୍ଯ୍ୟାଲୟ ବି ବନ୍ଦ ରହିଥିଲା ତାର୍‌ ସାଙ୍ଗେ ଦୁକାନ ବଜାର୍‌ ଭିଲ୍‌ ନାଇ ଖୁଲିଥିବାର୍‌ ଦେଖ୍‌ବାର୍‌ କେ ମିଲିଥିଲା । ସମ୍ବଲପୁର୍‌ ସମେତ୍‌ ବଲାଙ୍ଗୀର୍‌ , ସୋନପୁର୍‌ ,ବରଗଡ ଆର୍‌ ଝାରସୁଗୁଡା ନେ ସବୁ ଠପ୍‌ ହେଇଥିବାର୍‌ ନୁ ରାସ୍ତା ଘାଟ୍‌ ପୁରା ଶୁନଶାନ୍‌ ହେଇଯାଇଥିଲା ।

ସମ୍ବଲପୁରନେ ଚାଷୀ ମାନକଁର୍‌ ଆଡୁ ଜାତୀୟ ରାଜପଥ ସାଙ୍ଗେ ୫ଟା ରାସ୍ତା ଅବରୋଧ୍‌ କରାଯାଇଥିଲା । ଭିନ୍‌ ଭିନ୍‌ ଚାଷୀ ସଂଗଠନ୍‌ ଆଡୁ ସମ୍ବଲପୁରର କଚେରୀ ଛକ୍‌ ନେ ବି ବିକ୍ଷୋପ୍‌ କରବାର୍‌ନୁ ଜିଲ୍ଲା ଅଦାଲତ୍‌ ବନ୍ଦ କରାଯାଇଥିଲା । ମୁଦିପଡା ନେ ବାବାସାହେବ୍‌ ଆମ୍ବେଦକର୍‌କଁର୍‌ ମୁର୍ତି ସାମ୍ନା ନେ କୃଷି ଆଇନ୍‌ ବିରୋଧନେ ପ୍ରତିବାଦ୍‌ ସଭା ହେଇଥିଲା । ସେଆଡେ ସମ୍ବଲପୁରର୍‌ ତାଲବ୍‌ ନେ ଭିଲ୍‌ ‘ବିଜୁ ଏକ୍ସପ୍ରେସ୍‌ ୱେ’ କେ ଦିନର୍‌ ୧୧ ନୁ ୧ବଜେ ତକ୍‌ ଅବରେଧ କରାଯାଇଥିଲା ।ସେନ୍ତା ବରଗଡ ର ଗାନ୍ଧୀ ଛକ୍‌ ନେ ବି ଚାଷୀ ଆନ୍ଦୋଲନ ଦେଖ୍‌ବାର୍‌ କେ ମିଲିଥିଲା । ଆର୍‌ ତାର୍‌ ସାଙ୍ଗେ ବଲାଙ୍ଗୀର୍‌ , ସୋନପୁର୍‌ ,ଝାରସୁଗୁଡା ଅଂଚଲ୍‌ ନେ ଭିଲ୍‌ ସବୁ ବନ୍ଦ କରାଯାଇଥିଲା ।

 

ଇ ଆନ୍ଦୋଲନ୍‌ନେ ଚାଷୀ ମାନେ ନୁଆ କୃଷି ଆଇନ୍‌ ର ବିରୋଧ ସାଙ୍ଗେ ଘରୋଇ ମଣ୍ଡିର ବିରୋଧ, ସର୍ବନିମ୍ନ ସହାୟକ୍‌ ଦାମ୍‌ ର ଆଇନଗତ୍‌ ଅଧିକାର୍‌ , କଟନିଛଟନି ବନ୍ଦ , ମଣ୍ଡି ସଂଖ୍ୟା ବଢବାର୍‌ ଆର୍‌ ଇତ୍ୟାଦିର୍‌ ଦାବି ରଖିଥିଲେ ।ମେନ୍‌ ରୋଡ୍‌ ସବୁ ବନ୍ଦ ଥିବାର୍‌ ନୁ ଅତି ଜରୁôରୀ ଯେନ୍ତା ଏମ୍ବୁଲେନ୍ସ , ବରାତୀ ଗାଡି ଇତ୍ୟାଦି ଗାଡି ମାନକୁଁ ଛାଡି ଦିଆଯାଇଥିଲା । ହେଲେ ସମ୍ବଲପୁର୍‌ର ହୀରାକୁଦ ନେ ଭାରତ୍‌ ବନ୍ଦର ବେଶୀ ପ୍ରଭାବ୍‌ ଦେଖବାର୍‌ କେ ନାଇମିଲିଥାଇ । କିନ୍ତୁ ବୁର୍ଲା ନେ ଇତାର୍‌ ବହୁତ୍‌ ପ୍ରଭାବ୍‌ ପଡିଥିଲା । ବୁର୍ଲାନେ ଭିଲ୍‌ ସବୁ ଦୁକାନ ବଜାର୍‌ ବନ୍ଦ ରହେବାର୍‌ ସାଙ୍ଗେ ସବୁ ଗାଡି ମଟର ଚଲାଚଲ୍‌ ଉପରେ ବି ରୋକ୍‌ ଲଗାଯାଇଥିଲା । ସବୁ ଜାଗାନେ ବିରୋଧୀ ଦଲ୍‌ ମାନକଁର୍‌ ସମର୍ଥନ୍‌ ବି ଦେଖାଯାଇଥିଲା । ଆର୍‌ ସବୁ ଜିଲ୍ଲା ନେ ପ୍ରାୟ  ସବୁ ସରକାରୀ ଆର୍‌ ବେସରକାରୀ କାର୍ଯ୍ୟାଲୟ ବି ବନ୍ଦ୍‌ ରହିଥିଲା । 

ସମ୍ବଲପୁର ର୍‌ ତାଲବ୍‌ ଛକନେ ଚାଷୀ ଆନ୍ଦୋଲନକେ ସମର୍ଥନ କରବାର୍‌ ଲାଗି ଜନେ ବରପିଲା ତାକଁର୍‌ ବରାତୀ ଗାଡି ଅଟକେଇ କରି ୨ ଘଣ୍ଟା ତକ୍‌ ଚାଷୀ ମାନକଁର୍‌ ସାଙ୍ଗେ ଆନ୍ଦୋଲନ୍‌ ନେ ସାମିଲ୍‌ ହେଇଥିଲେ । ଝାରସଗୁଡା ନୁ ସମ୍ବଲପୁର୍‌କେ ବରାତୀ ଆସୁଥିବାର୍‌ ବେଲେ ସେ ନିଜେ ଧାରଣାସ୍ଥଲୀ କେ ଉତରି ଥିଲେ ।

Leave A Reply

Your email address will not be published.