୧୨୫ ବଛର ପୁରୁନା ଷ୍ଟେସନ୍ ହେବା ବନ୍ଦ

ସମ୍ବଲପୁର ଫାଟକ ରେଲ ଷ୍ଟସନ୍ ବନ୍ଦ ନେଇକରି ବିଜ୍ଞପ୍ତି, ସଚେତନ୍ ନାଗରିକ୍ କମିଟିର ବିରୋଧ୍‌

0

ରେଲୱେ ବିଭାଗ ଆଡୁ ସମ୍ବଲପୁର ଫାଟକ ଷ୍ଟେସନ୍‌କେ ସବୁଦିନର ଲାଗି ବନ୍ଦ କରାଯିବାର ନେଇକରି ନିଷ୍ପତ୍ତି ଶୁନେଇଛନ୍ । ଆଏବାର ଏପ୍ରିଲ୍ ୧ ତାରିଖନୁ ସବୁ ଦିନର ଲାଗି ଇ ଷ୍ଟେସନ୍‌କେ ବନ୍ଦ କରାଯିବାର ନେଇକରି ଜନାପଡିଛେ । ଏନ୍ତା ନିଷ୍ପତ୍ତିକେ ସହରବାସୀ ବିରୋଧ୍ କରବାର ସାଙ୍ଗେ ଏନ୍ତା ହେବାକେ ନାଇଁ ଦିଆଯାଏ ବଲି କହିଛନ୍ । ସମ୍ବଲପୁର ସଚେତନ କମିଟି ଆଡୁ ଭିଲ୍ ଇତାକେ ବିରୋଧ୍ କରାଯାଇଥିବାର ବେଲକେ ଇତାର ଆଘୋନୁ ଭିଲ୍ କମିଟି ଆଡୁ ଗୁଟେ ସାମ୍ବାଦିକ୍ ସମ୍ମିଲନୀ କରାଯାଇଥିଲା । ହେଲେ ଫାଟକ୍ ଷ୍ଟେସନ୍ ବନ୍‌ଦ କରବାର ଲାଗି ରେଲବାଇ ଆଡୁ ନୋଟିସ୍ ଜାରି ହେଇସାରିଛେ ।ଯେନଥିର ଲାଗି ଫେରଥରେ ସଚେତନ୍ ନାଗରିକ୍ କମିଟି ଆଡୁ ଜିଲ୍ଲାପାଳ ଆର ଆରଡିସିକଁର ପାଶେ ଗୁଟେ ଦାବି ପତର ଦେଇଛନ୍ । ଫାଟକ୍ ଷ୍ଟେସନ୍‌କେ ଐତିହ୍ୟ ଷ୍ଟେସନ୍ କରାଯାଉ ବଲି କମିଟି ଆଡୁ ଦାବି କରାଯାଇଛେ ।
୧୨୫ ବଛର ପୁରୁନା ସମ୍ବଲପୁର ଫାଟକ୍ ରେଲୱେ ଷ୍ଟେସନ୍ । ସହରର କେନ୍ଦ୍ରନେ ରହିଥିବାର ଇ ଷ୍ଟେସନ ଉପରେ ବହୁତ୍ ଯାତ୍ରୀ ନିର୍ଭର କରିଥିସନ୍ । ବଛର ବଛର ଧରିକରି ଇ ଷ୍ଟେସନ ଉପରେ ଭରସି ଆସିଥିବାର ଯାତ୍ରୀକଁର ଭିତରେ ଇହାଦେ ଅସନ୍ତୋଷ ଦେଖବାର ଲାଗି ମିଲିଛେ । ରେଲବାଇ ଆଡୁ ଇ ଫାଟକ ଷ୍ଟେସନ୍ ବନ୍ଦ କରାଯିବାର ନେଇକରି ନିଷ୍ପତ୍ତି ନିଆଯିବାର ସାଙ୍ଗେ ଗୁଟେ ବିଜ୍ଞପ୍ତି ବାହାରକରାଯାଇଛେ । ଇତାକେ ସମ୍ବଲପୁରବାସୀ ବିରୋଧ କରିଥିବାର ବେଲକେ ସଚେତନ୍ ନାଗରିକ୍ କମିଟି ଆଡୁ ଭିଲ୍ ବିରୋଧ କରାଯାଇକରି ବନ୍ଦ ନାଇଁ କରବାର ଲାଗି ଦାବି ପତର ଦେଇଛନ୍ । ଫାଟକ ଷ୍ଟେସନ୍ ବନ୍ଦ କରବାର ବଦଲେ ଇତାର ଉନ୍ନତିକରଣ ଦିଗେ କାମ୍ କରାଯାଇକରି ରେଲ ଲାଇନ୍ ଦୋହରୀକରଣ କରାଯାଉ ବଲି କମିଟି ଆଡୁ କୁହାଯାଇଛେ । ନିଷ୍ପତ୍ତି ନାଇଁ ବଦଲାଲେ ଆଗକେ କମିଟି ଆଡୁ ରାଜରାସ୍ତାକେ ଉତରିବାର ଚେତାବନୀ ଦେଇଛନ୍ । ଦାବି ପୂରା ନାଇଁ ହେଲେ ଆଏବାର ଦିନେ ଜୋରଦାର ଆନ୍ଦୋଳନ କରାଯବାର ନେଇକରି କୁହାଯାଇଛେ କମିଟି ଆଡୁ । ସେଆଡେ ଇ ନିଷ୍ପତ୍ତିକେ ବିରୋଧ୍ କରିକିନା କମିଟିର ସଦସ୍ୟମାନେ ଜିଲ୍ଲାପାଳ ଆର ଆରଡିସିକୁଁ ଭେଟିକରି ଇ ବାବଦନେ ଆଲୋଚନା କରିଛନ୍ । ୨୦୦୭ନେ ଭିଲ୍ ଫାଟକ୍ ଷ୍ଟେସନ୍ ବନ୍ଦ କରାଯିବାର ନେଇକରି କଥା ଉଠିଥିଲା ଆର ସେତେବେଲେ ଭିଲ୍ ଇତାକେ ବିରୋଧ କରାଯାଇଥିଲା । ଯାର ଉତାରୁ ଇତାକେ ସେତେବେଲେ ସ୍ଥଗିତ୍ ରଖାଯାଇଥିଲା । ବନ୍ଦ କରବାର ବଦଲେ ଇତାର ବିକାଶ ଲାଗି କାମ କରାଯାଉ ଦରକାର ହେଲେ ଷ୍ଟେସନ୍ ପାଶେ ଥିବାର ଜମି ଅଧିଗ୍ରହଣ କରାଯାଇକରି କାମ୍ କରାଯାଉ ବଲି କମିଟି ଆଡୁ ଆଲୋଚନାନେ କୁହାଯାଇଛେ । ଫାଟକ୍ ରେଲଷ୍ଟେସନ୍‌କେ ଗୁଟେ ଐତିହ୍ୟ ଷ୍ଟେସନ୍‌ର ମାନ୍ ମିଲବାର ଦରକାର । ଭାରତ ସ୍ୱାଧୀନ୍ ହେବାର ଆଘୋନୁ ଯେତେବେଲେ ସଂଗ୍ରାମ୍ ଚାଲିଥିଲା ସେହି ସମିଆଁନେ ଜାତିର ପିତା ମହାତ୍ମା ଗାନ୍ଧି ସମ୍ବଲପୁର ଆସିକରି ଇ ଷ୍ଟେସନ୍‌ନେ ଉତରିଥିଲେ । କୁହାଯାଇସି କି ଦୁଇ ଦୁଇ ଥର ବାପୁଜୀ ଇ ଷ୍ଟେସନଠାନେ ଉତରିଛନ୍ ଯେନଥିର ଲାଗି ଇତାର ଗୁରୁତ୍ୱ ଆହୁରି ଅଏତକା ବଢିଯାଉଛେ । ଗାନ୍ଧି ଆସିଥିବାର ସ୍ମୃତିକେ ରଖବାର ସାଙ୍ଗେ ଲୋକମାନକଁର ଜାନବାର ଲାଗି ଇ ଷ୍ଟେସନକେ ହେରିଟେଜ୍ ଷ୍ଟେସନ୍ କରାଯାଉ ବଲି ଦାବି ହେଇଛେ । ମାଲଗାଡି ଚଲାଚଲ ଲାଗି ମାନେଶ୍ୱରରନୁ ଗୋଡଭଗା ଆରଗୁଟେ ସ୍ୱତନ୍ତ୍ର ରେଲଲାଇନ୍ ବେବସ୍ଥା କରାଯାଉ ବଲି ଦାବି ହେଇଛେ । ଇତାର ଆଘୋନୁ ହେଇଥିବାର ବୈଠକନେ ରେଲବରାଇ ମହାପ୍ରବନ୍ଧକ୍ କମିଟିର କଥା ରଖବାର ନେଇକରି ଟିଆ ଦେଇଥିଲେ । ହେଲେ ଇହାଦେ ନିଜେ ନିଜର କଥାନୁ ବାହାରିକରି ଏନ୍ତା ବିଜ୍ଞପ୍ତି ଦେଇଛନ୍ ଯେନଟାକି ଭୁଲ୍ ବଲି କମିଟି ଆଡୁ ଅସନ୍ତୋଷ ଦେଖବାର ଲାଗି ମିଲିଛେ ।

Leave A Reply

Your email address will not be published.