Browsing Tag

schoolofodisha

ଇ ବଛର ନାଇ ଖୁଲେ ସ୍କୁଲ୍‌

ଇ ବଛର ସ୍କୁଲ ନାଇ ଖୁଲବାର ଲାଗି ରାଜ୍ୟ ସରାକାର ଘୋଷନା କରିଛନ । ଆଗରୁ ନଭେମ୍ବରନେ ସ୍କୁଲ୍‌ ଖୁଲବା ବୋଲି ଶୁନାଯାଉଥିଲେ ଭିଲ୍‌ କରୋନା ସଂକ୍ରମନନେ ଛାତ୍ରଛାତ୍ରୀ ମାନକଁର ଦିହିଁପାହା ର ସୁରକ୍ଷାକେ ନେଇକରି ରାଜ୍ୟ ସରକାର ଡିସେମ୍ବର୩୧ ତକ୍‌ ସ୍କୁଲ୍‌ ବନ୍ଦ ରଖିକେ ନିଷ୍ପତି ନେଇଛନ ।…