ଜୁଲାଇନେ କରୋନା ଟିକା !

ଇ ବଛର ଶେଷ ତକ ଆସବା କରୋନା ଟିକା: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

0

କରୋନା ମହାମାରୀ ପୁରା ବିଶ୍ୱନେ କବଜା କରିଛେ । ଇ ସମିୟାନେ ସବୁ ରାଷ୍ଟ୍ରର ବୈଜ୍ଞାନିକ ମାନେ ଟିକା ବାହାର କରବାର କାମେ ଲାଗିଥିବାର ବେଲେ ସଭିଙ୍କର ନଜର କରୋନା ଟିକା ଉପରେ ରହିଛେ । ସେଆଡେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଆଡୁ ଇ ବଛର ଶେଷ ତକ୍ ଟିକା ଆସିଯିବାର ନେଇକିନା କହେଲା ବାଦ୍ ଚର୍ଚ୍ଚା ମୁଲ ହେଇଛେ । ଇ ବଛର ଶେଷ ତକ୍ ଟିକା ବାହାରିଲେ ଭିଲ ଭାରତକେ ଆସବାର ଲାଗି ଜୁଲାଇ ମାସ ତକ୍ ସମିୟା ଲାଗିପାରେ ବଲି ବିଶେଷଜ୍ଞ ଡାକ୍ତର ମତ ଦେଇଛନ୍ । ଦୁଶରା ଟିକା ମାନେ ଭିଲ ଗୁଟେ ଉତାରୁ ଗୁଟେ ଆସବାକେ ଥିବା ବେଲେ ସ୍ୱଦେଶୀ ଟିକା ମାନେ ତିନ୍ ନମ୍ବର ଖେପେ ରହିଥିବାରନୁ ୫ନୁ ୬ ମାସ ସମିୟା ପରେ ମିଲବାର ଆଶ କରାଯାଉଛେ ।

Leave A Reply

Your email address will not be published.