କୋଭିଡ୍ ଗାଇଡ୍ ଲାଇନ୍‌ଥି ହେବା ସାଧାରଣତନ୍ତ୍ର ଦିବସ

ରାଜ୍ୟ ଗୃହ ବିଭାଗ ଆଡୁ ଜାରି ହେଲା ଗାଇଡ୍‌ଲାଇନ୍‌, ସବୁ ଜିଲ୍ଲାପାଲ ଆରୁ ଏସପିକୁଁ ଚିଠି ଲେଖି ଜନାଯାଇଛେ

0

୨୦୨୧ ଜାନୁଆରୀ,୨୬ ସାଧାରଣତନ୍ତ୍ର ଦିବସ ଲାଗି ରାଜ୍ୟ ସରକାର ଜାରି କରିଛନ୍ ନିୟମ୍ । ଇ ବରଷ୍ କରୋନା ବେମାର ଡର ରହିଥିବାରନୁ ନିୟମ୍ ଅନୁସାରେ ଦିବସ୍ ପାଲନ୍ କରାଯିବାର ନେଇକରି ସରକାର ନିଷ୍ପତ୍ତି ନେଇଛନ୍ । ଇଟା ନେଇକରି ରାଜ୍ୟ ଗୃହ ବିଭାଗ ଆଡୁ ସବୁ ଜିଲ୍ଲାର ଜିଲ୍ଳାପାଲ ଆରୁ ଏସପିକୁଁ ଜନେଇଦିଆଯାଇଛେ । ଜିଲ୍ଲା ସ୍ତରନେ ହେବାକେ ଥିବାର ସାଧାରଣତନ୍ତ୍ର ଦିବସ ଲାଗି ଥିବାର ଗାଇଡ ଲାଇନ୍‌କେ ରାଜ୍ୟ ଗୃହ ବିଭାଗ ଆଡୁ ଚିଠି କରାଯାଇକରି ଜନେଇଦିଆଯାଇଛେ । ସାଧାରଣତନ୍ତ୍ରୀ ଦିବସ୍ ଲାଗି କାଣା ସବୁ ନିୟମ୍ ରହିଛେ ଜାନମା ଇଠାନେ…

ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମନେ କେନସି ବଡ ଧରଣର ସଭାର ଆୟୋଜନ୍ ନାଇଁ ହୁଏ

ସଖାଲର ସାଢେ ୮ ବଜାନେ ମୁଖ୍ୟ ଅତିଥିମାନେ ସବୁ ଜାଗାନେ ପତକା ଉତ୍ତୋଳନ୍ କରବେ ଆରୁ ଜାତୀୟ ସଙ୍ଗୀତ୍ ଗାନ୍ କରବେ

ଉତ୍ସବନେ ଖାଲି ପୋଲିସ କଣ୍ଟିଜେଣ୍ଟ ଭାଗ ନେବେ । ଛାତ୍ରଛାତ୍ରୀ ଆରୁ ଏନ୍‌ସିସି କ୍ୟାଡେଟ୍‌କୁଁ ମନା

କାର୍ଯ୍ୟକ୍ରମ୍ ପଡିଆନେ ସାଧାରଣ ଲୁକକୁଁ ଯିବାର ମନା

କମ୍ ଅତିଥିକଁର ସାଙ୍ଗେ ଖାଲି ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଆରୁ ସଫେଇ କର୍ମଚାରୀ ଉପସ୍ଥିତ ରହେବେ

ସାମାଜିକ୍ ଦୂରତା ଆରୁ ମାସ୍କ ପିନ୍ଧବାର ବାଧ୍ୟତାମୂଳକ

କାର୍ଯ୍ୟକ୍ରମ୍ ଜାଗା ଆରୁ ଢୁକବାର ରାସ୍ତାକେ ସାନିଟାଇଜଡ୍ କରବାର ଲାଗି ନିର୍ଦ୍ଦେଶ

ଅନ୍‌ଲାଇନ୍ ମାଧ୍ୟମନେ ରଚନା ପ୍ରତିଯୋଗିତା କୁଇଜ୍ ପ୍ରତିଯୋଗିତାମାନେ କରାଯାଇପାରବା

 ବ୍ଲକ୍ ଆରୁ ପଂଚାୟତ୍ ସ୍ତରନେ ଭିଲ୍ ନିୟମ୍ ଲାଗୁ ହେବା

Leave A Reply

Your email address will not be published.