Browsing Tag

soil day

‘ମାଁ ମାଏଟ୍ କାଁନ୍ଦୁଛେ’…

ମାଁ ମାଏଟ୍ କାଁନ୍ଦୁଛେ... ଇ ପଦେ କଥା ଶୁନିଦେଲେ ଇହାଦେ ଆମର୍ ଭିତରୁ ମାଁ ମାଏଟ୍ କେ ବଞ୍ଚାବାର୍ ଲାଗି ଶହ ଶହ ସଂଗ୍ରାମୀ ବାହାରି ପଡ଼ବେ । ଆର୍ ସୋସିଆଲ୍ ମିଡିଆଥି ତ କେତେ କେତେ ସଂଗ୍ରାମୀ ବାହାରିଯିବେ ଯେ ତାର୍ ହିସାବ୍ ନାଇଁ । ଇ କଥାର୍ ପରୀକ୍ଷା ଆପଣ୍ ନିଜେ ବି କରିନେଇ ପାରବେ । ବାକି…