କଲା ମଣ୍ଡଲକେ ଝୁରୁଛେ କଲାକାର

0

ବଲାଙ୍ଗିର କଲା ମଣ୍ଡଲ ତରଫନୁ ଫି ବଛର ଇ ସମିୟାନେ ଲୋକ ସଂସ୍କୃତିକେ ବଂଚେଇ କରି ରଖବାର ଲାଗି ସବୁ କଲାକାର ମାନଙ୍କୁ ନେଇ କରି ଲୋକ ମୋହତ୍ସବ ଆୟୋଜିତ କରାଯାଇଥିସି । ସବୁ ଆଡର କଲାକାର ମାନେ ନିଜର ନାଚ୍‌ ଗାନା ବାଜନା କରିକିନା ନିଜର୍‌ କଲାର୍‌ ଯାଦୁ ଦେଖେଇଥିସନ ହେଲେ ଇ ବରଷ କୋଭିଡ୍‌ କଟକନା ନାଇ ହଟବାର ଆଗରୁ କେନସିଭି ଉତ୍ସବ ନାଇ ହେଇପାରେ ବୋଲି ଜିଲ୍ଲା ସଂସ୍କୃତି ଅଧିକାରୀ ବିଜୟ ଶତପଥୀ କହିଛନ । ଆର୍‌ ଇ ବରଷ ସବୁ ତିହାରବାହାର ଉପରେ ଭିଲ୍‌ ସରକାର କଟକନା ଲଗେଇଥିବାରନୁ କୋଭିଡ ନିୟମକେ କଲାକାର ଭିଲ ମାନିଛନ । ଇ ସମିୟାନେ କଲାକାର ମାନେ ମିଶିକରି କୋରୋନା ବାବଦନେ ଲୋକମାନକୁଁ ବୁଝଉଛନ ଆର୍‌ ଲୁକକଁର ଜୀବନନୁ ବଡ କିଛି ନୁହେଁ ବୋଲି କହିଛନ ।

Leave A Reply

Your email address will not be published.