Browsing Tag

sony tv

କେବିସିନେ ସମ୍ବଲପୁର ବହ

କେବିସିନେ କମାଲ୍ ଦେଖାଲେ ସମ୍ବଲପୁର ବହ। ପ୍ରଫେସର ଡ. ସସ୍ମିତା କର କୌନ ବନେଗା କରୋଡପତିନେ ଭାଗ୍ ନେଇକରି ୩ଲାଖ୍ ୨୦ ହଜାର ଟଙ୍କା ପୁରସ୍କାର ଜିତିଛନ୍ । ଗୁଟେ ଘରୋଇ ଟିଭି ଚେନାଲ୍‌ନେ ପ୍ରସାରିତ୍ ଟିଭି ସୋ’ନେ ସସ୍ମିତା ଭାଗ୍ ନେଇଥିଲେ । ଗଲା ଗୁରୁବାର ଆରୁ ଶୁକ୍ରବାର ଦୁଇ ଦିନ୍ ଧରିକରି…