ରୋଗ ପ୍ରତିରୋଧକ ଶକ୍ତି ବଢଉଛେ ବିସିଜି ଟିକା

ବୟସ୍କ ଲୋକଙ୍କର ଦିହେ କରୋନା ବିରୁଧନେ ଲଢବା ବିସିଜି ଟିକା

0

କରୋନା ମହାମାରୀ ଲାଗି ଇହାଦେ ପୂରା ବିଶ୍ୱ ଜୁଝୁଛେ । ଇ ସମିୟାନେ ଡାକ୍ତର ଆର ବୈଜ୍ଞାନିକ ଟିକା କରୋନା ଟିକା ବାହାର କରବାର ଲାଗି ଯୋରସୋରଥି ଲାଗିଛନ୍ । ଏନ୍ତାଥି ଇହାଦେ ବିସିଜି ଟିକା ବୟସ୍କ ଲୋକଙ୍କୁ ସାହାଜ କରିପାରେ ବଲି ଆଶ ରହିଛେ । ଆଇସିଏମଆର ଆଡୁ କରାଯାଇଥିବାର ସର୍ଭେନୁ ଇ ତଥ୍ୟ ଜନାପଡିଛେ । ବିଶେଷଜ୍ଞଙ୍କର କହେବାର ହିସାବେ ଇ ଟିକା ବୟସ୍କ ଲୋକଙ୍କର ଦିହେ ଥିବାର ଟି ସେଲ୍ ବୃଦ୍ଧି କରବାରନେ ସାହାଜ କରାବାର ସାଙ୍ଗେ ରୋଗ ପ୍ରତିରୋଧକ ଶକ୍ତି ତିଆର କରିଥିସି ।

ଇତାର ଉପରେ ଇହାଦେ ଭିଲ ଗବେଷଣା ଜାରି ରହିଛେ । ଆଇସିଏମଆର ଆଡୁ୬୦ନୁ ଅଏଧକା ବଛରର ଲୋକମାନଙ୍କୁ ଇ ଟିକା ଦିଆଯାଇଥିଲା । ଆର କିଛି ଝନଙ୍କୁ ଇ ଟିକା ନାଇଁ ଦିଆଯାଇକରି ରଖାଗଲା । ଗୁଟେ ମାସ ଉତାରୁ ଦେଖାଗଲା ଯେ ଟିକା ନେଇଥିବାର ଲୁକଙ୍କର ଦିହେ କୋଭିଡ ବିରୁଧନେ ଲଢବାର ଲାଗି ରୋଗ ପ୍ରତିରୋଧକ ଶକ୍ତି ବଢିଥିଲା ।

Leave A Reply

Your email address will not be published.