Browsing Tag

src update

ଓଡ଼ିଶା ଉପରେ ନାଇଁନ ବର୍ଷା ଅସର: ଏସଆରସି

ଲଗାତାର ବର୍ଷା ଅସରନେ ରାଏଜର ଭିନ୍ ଭିନ୍ ଜାଗା ପ୍ରଭାବିତ ହେଇଛେ । ଗଜପତି ଆର ଗଂଜାମ ଜିଲ୍ଳାନେ ବର୍ଷା ଲାଗି ଖୋବଟେ କ୍ଷତି ହେଇଛେ । ଗଂଜାମର ୩ଟା ବ୍ଲକନେ ୩ଶହ ମିଲିମିଟରନୁ ଜହ ଥିବାର ରେକର୍ଡ ହେଇଛେ । ୧୬ଟା ଜିଲ୍ଲାନେ ଶହେ ମିଲିମିଟରନୁ ଜହ ବର୍ଷା ହେଇଛେ । ଜହ ବର୍ଷା ହେଇଥିଲେ ଭିଲ ଡରର…