Browsing Tag

sujal mission

‘ସୁଜଳ’ ଯୁଜନାନେ ଫି ଘରକେ ପୁହୁଁଚିବା ପାଏନ୍‌

ଏତକର ସୁବିଧାନେ ଲୋକ ପାଇପାରବେ ସଫା ପିଇବାର ପାଏନ୍ । ଲୋକଙ୍କୁ ସୁବିଧାନେ ପିଇବାର ପାଏନ ଯୁଗାବାର ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିଶନ ବା ସୁଜଳ ଯୁଜନାର ମୂଲ କରିଛନ୍ । ଆଏଝ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂଥି ଇ ଯୁଜନାର ଉଦଘାଟନ କରିଛନ୍ । ଇ ଯୁଜନା…