ସବୁନୁ ଥଣ୍ଡା ସହର୍ ସୋନପୁର

ରାଜ୍ୟନେ କମୁଛେ ପାରା, ୪ଟା ସହରର ପାରା ୧୦ ଡିଗ୍ରି ତଲେ ରହିଛେ

0

ରାଜ୍ୟନେ ଧୀରେ ଧୀରେ ପାରା କମ୍‌ବାର ସାଙ୍ଗେ ଇହାଦେ ଥଣ୍ଡା ବଢବାରନେ ଲାଗିଛେ । ୪ଟା ସହରନେ ପାରା ୧୦ ଡିଗ୍ରି ତଲେ ରହିଥିବାର ବେଲକେ ସୋନପୁର ସବୁନୁ ଅଏତକା ଥଣ୍ଡା ସହର ଥିବାର ନେଇକରି ରେକର୍ଡ ହେଇଛେ । ଇହାଛିନ୍ ସୋନପୁରନେ ସବୁନୁକମ୍ ୮.୮ ଡିଗ୍ରି ପାରା ଥିବାର ରେକର୍ଡ କରାଯାଇଛେ । ସେନ୍ତା ଦାରିଙ୍ଗବାଡିନେ ୯ ଡିଗ୍ରି, ଫୁଲବାଣୀନେ ୯.୮ ଡିଗ୍ରି ଅନୁଗୁଳନେ ୧୦ ଡିଗ୍ରି, ପାରା ଥିବାର ରେକର୍ଡ କରାଯାଇଛେ । ରାଜ୍ୟନେ ଆଏବାର ୪/୫ ଦିନ୍ ତକ୍ ସମାନ୍ ସ୍ଥିତି ରହେବାର ନେଇକରି ଆଂଚଲିକ୍ ପାଏନ୍ ପାଗ କେନ୍ଦ୍ର ଆଡୁ ସୂଚନା ଦିଆଯାଇଛେ । ସେଆଡେ ଆର ଗୁଟେ ଲଗୁଚାପ୍ ଘନୀଭୂତ ହେଉଥିବାରନୁ ଆଏବାର ୨୪ ଘର୍‌ଟା ଭିତରେ ସାମୁଦ୍ରିକ୍ ବାତ୍ୟା ହେବାର ସମ୍ଭାବନା ରହିଛେ ।

Leave A Reply

Your email address will not be published.