ଫେର୍ ୪୩ଟା ଆପ୍ ବେନ୍‌

ଭାରତନେ ଆର ୪୩ଟା ଆପ୍ ବେନ୍ ନେଇକରି ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

0

ଆର ୪୩ଟା ଆପ୍ ବେନ୍ କଲେ ଭାରତ୍ ସରକାର । ଦେଶର ସୁରକ୍ଷାକେ ନେଇକରି ଏନ୍ତା ପଦକ୍ଷେପ୍ ନେଇଛନ୍ କେନ୍ଦ୍ର ସରକାର । ଧାରା ୬୯(ଏ) ହିସାବେ ଇ ସବୁ ଆପ୍ ମାନକେ ଭାରତନେ ବେନ୍ କରାଯାଇଛେ । ଇ ନେଇକରି ସରକାରକଁର ଆଡୁ ଗୁଟେ ବିଜ୍ଞପ୍ତି ଲାଗୁ ହେଇଛେ । ଇ ସବୁ ଆପ୍‌ର କାମ୍ ଉପରେ ଆଘୋ ନଜର ରଖାଯାଇଥିଲା ଆରୁ ଇହାଦେ ଇସବୁ ଦେଶ ଲାଗି ବିପଦ ଥିବାର କୁହାଯାଇଛେ । ଯାର ବାଦ୍ ଫେର୍ ୪୩ଟା ଆପ୍‌କେ ନିଷେଧ୍ କରିଛନ୍‌କରିଛନ୍ ସରକାର । ଆଘୋନୁ ଖାଲି ଚୀନି ଆପ୍ ଉପରେ ଡିଜିଟାଲ୍ ଷ୍ଟ୍ରାଇକ୍ କରାଯାଇକରି ଆପ୍ ମାନେ ବେଭାର ବନ୍ଦ ହେଇଛେ ।

୨୦୨୦ ଜୁନ୍ ୨୯ନେ ଟିକ୍‌ଟକ୍‌, ହ୍ୟାଲୋ, ଲାଇକ୍‌, ପବ୍‌ଜୀ ମେତାନ୍ ୫୯ଟା ଆପ୍ ଭାରତନେ ବେନ୍ କରାଯାଇଥିଲା । ପଛେ ସେପ୍ଟେମ୍ବର ୨ ତାରିଖନେ ଆର ୧୧୮ଟା ଆପ୍ ବେନ୍ ହେଇଥିଲା । ଚୀନି ଆପ୍ ବେନ୍ ପରେ ତାର ଅର୍ଥନୀତି ଉପରେ ଇତାର କେତନିଟେ ପ୍ରଭାବ ପଡିଥିଲା । ଭାରତର ସୁରକ୍ଷାକେ ନେଇକରି ଇ ସବୁ ଆପ୍ ବେନ୍ କରବାର ଲାଗି ନିର୍ଦ୍ଦେଶ ଦିଆଯାଇଥିବାର ନେଇକରି କୁହାଯାଉଛେ ।

Leave A Reply

Your email address will not be published.