Browsing Tag

Ten Babies Killed

ମେଡିକାଲନେ ନିଆଁ ଲାଗିକରି ଜଲିଗଲେ ୧୦ ଛୁଆ

ଡାକ୍ତରଖାନାର ଶିଶୁ ୱାର୍ଡନେ ନିଆଁ ଲାଗିକରି ଜଲିଗଲେ ୧୦ ଜନ୍ ଛୁଆ । ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲାର ଗୁଟେ ଡାକ୍ତରଖାନାନେ ଏନ୍ତା ଅଘଟନ୍ ଘଟିଥିବାର ଜନାପଡିଛେ । ଗଲାକାଲି ଡେର ରାଏତ୍ ୨ ବଜେ ଡାକ୍ତରଖାନାନେ ନିଆଁ ଲାଗିଥିଲା । ନିଆଁ ଲାଗିଥିବାର ୱାର୍ଡନେ ୧୭ଟା ଛୁଆକଁର ଚିକିତ୍ସା…