କାଁକରି ବଲାଙ୍ଗିରନେ ଏତେ ଫାଇନ୍ ଭରୁଛନ୍ ଲୋକ୍

0

କରୋନାକେ ସଂକ୍ରମଣକେ କମାବାର୍ ଲାଗି ଇହାଦେ ଲକଡାଉନ୍ ଚାଲିଛେ । ଜାଗା ଜାଗାନେ କଡାକଡି ଭାବେ ଚେକିଂ ଚାଲିଛେ । ଯେନ୍ ମାନେ ଅଯଥା ବାହାରୁଛନ୍ ଫାଇନ୍ ବି ପଡୁଛେ । କି ଯେନ୍ ମାନେ କୋଭିଡ ନିୟମ୍ ନାଇଁ ମାନବାର୍ ସେମାନେ ବି ଫାଇନ୍ ଦଉଛନ୍ । ହେଲେ ବି ଲୋକ୍ ମାନୁଛନ୍ କାଏଁ । ବଲାଙ୍ଗିର ଜିଲ୍ଲାନେ ଯେତେ ଫାଇନ୍ ଦିନେକେ ପଡିଛେ ସେଟା ଦେଖଲେ ଏବେ ଜନାପଡୁଛେ ଯେ ଲୋକ୍ ନାଇଁ ସୁଧରିବାର୍ ।

Leave A Reply

Your email address will not be published.