Browsing Tag

tollywood news

ବିହା ହେବେ କାଜଲ

ଫିଲ୍ମ ଇଣ୍ଡଷ୍ଟ୍ରି ନେ ଚାଲିଛେ ମେରେଜ ସିଜ୍‌ନ । ବଲିଉଡ ସିଙ୍ଗର ନେହା କକ୍କରଙ୍କର ଉତାରୁ ଇହାଦେ ବାରି ସାଉଥ ଏକ୍ଟ୍ରେସ୍ କାଜଲ ଅଗ୍ରୱାଲଙ୍କର । ମୁମ୍ବାଇର ଶିଲ୍ପପତି ଗୌତମ କିଚୁଲଙ୍କୁ ନିଜର୍ ଜୀବନସାଥି ଭାବେ ବାଛିଛନ୍ କାଜଲ । ଖାଲି ନିଜର ଫ୍ୟାମିଲର କିଛି ଝନ୍ ବିହାଘରେ ସାମିଲ ହେବାକେ…

ବଡ ପରଦାନେ ଦୁଇ ସୁପରଷ୍ଟାର

ବଡ଼ ପରଦାନେ ଏକାସାଙ୍ଗେ ନଜର ଆସବେ ଦୁଇ ସୁପରଷ୍ଟାର । ଝନେ ବଲିଉଡ ଆର ଝନେ ସାଉଥ ସୁପରଷ୍ଟାର । ଆମେ ଇଠାନେ ବିଗ ବି ଅମିତାଭ ବଚ୍ଚନ ଆର ପ୍ରଭାସଙ୍କର କଥା କହୁଛୁ । ଗୁଟେ ବିଗ ବଜେଟ ଫିଲ୍ମନେ ଦୁହିଁ ସୁପରଷ୍ଟାର ସ୍କ୍ରିନ୍‌ପ୍ଲେ କରବାକେ ଯାଉଥିବାର ନେଇକରି ଝନାପଡିଛେ । ଆଉ ଇଥିରେ ବଲିଉଡ ଡିଭା…