ଓଡିଶାକେ ବାତ୍ୟା ଆର୍ ମରୁଡି ମୁକାବିଲା ଲାଗି ମିଲ୍‌ବା ୯୦୦କୋଟି

0

ଓଡିଶା ସବୁବେଲେ ବାତ୍ୟା ଆର୍ ମରୁଡି ଲେଖେ ବହୁତ୍ ଟେ ପ୍ରାକୃତିକ୍ ବିପର୍ଯ୍ୟୟ ମାନକଁର୍ ସାମ୍ନା କରିଥିସି । ସେଥିର୍ ଲାଗି ଆଏବାର୍ ୫ ବରଷ୍ ଭିତ୍‌ରେ ରାଏଜ୍ କେ ମରୁଡି ମୁକାବିଲା କର୍‌ବାର୍ ଲାଗି ୧୦୦ କୋଟି ଆର୍ ବାତ୍ୟା ୱାର୍ଣ୍ଣିଂ ସିଷ୍ଟମ୍ ଲାଗି ୮୦୦ କୋଟି ଟକାଁ ର୍ ଅନୁଦାନ ମିଲ୍‌ବା । ୨୦୨୧-୨୦୨୬ ନେ ଇ ଟକାଁ କେ କେନ୍ଦ୍ର ଆଡୁ ଦିଆଯିବା ବଲିକରି ସୂଚନା ମିଲିଛେ । ବାତ୍ୟା ଆସବାର୍ ଆଗରୁ ଯେନ୍ତା ସୂଚନା ମିଲିପାର୍‌ବା ସେଥିର୍ ଲାଗି ବାତ୍ୟା ୱାର୍ଣ୍ଣି ସିଷ୍ଟମ୍ ଲାଗି ରାଜ୍ୟ ସରକାର୍ କେନ୍ଦ୍ରିୟ ଆର୍ଥିକ୍ ଅନୁଦାନ୍ ଲାଗି ଅର୍ଥ କମିଶନର୍ ପାସେ ଦାବି ରଖିଥିଲେ । ସେଥିର୍ ଲାଗି ଓଡିଶାକେ ୮୦୦କୋଟି ଟକାଁ ଓଡିଶାକେ ସୁପାରିସ୍ କରିଛନ୍ । ସେନ୍ତା ଓଡିଶାନେ ଜଳସେଚନ୍ ସୁବିଧା କେ ବଢାବାର୍ ଲାଗି ଅର୍ଥ କମିଶନ୍ ଆଡୁ ନିର୍ଦ୍ଦେଶ୍ ଦିଆଯାଇଛେ । ମରୁଡି ହେଉଥିବାର୍ ଅଂଚଳ ମାନକୁଁ ଭିନ୍ ଭିନ୍ ଯୋଜନା କର୍‌ବାର୍ ଲାଗି କମିଶନର୍ ପରାମର୍ଶ୍ ଦେଇଛନ୍ । ଓଡିଶା ସାଙ୍ଗେ ଆର୍ ୧୨ଟା ରାଏଜ୍ କେ ୧୦୦ କୋଟି ଟକାଁ ଲେଖା ମୋଟ୍ ୧୨୦୦କୋଟି ଟକାଁ ଦେବାର୍ ଲାଗି କେନ୍ଦ୍ର ସର୍‌କାର୍ କୁଁ ସୁପାରିସ୍ କରିଛନ୍ କେନ୍ଦ୍ର କମିଶନ୍ ।

Leave A Reply

Your email address will not be published.