ବଡ ପରଦାନେ ଦୁଇ ସୁପରଷ୍ଟାର

ବିଗ ବି ଆର ପ୍ରଭାସ ନଜର ଆସବେ ଗୁଟେ ଫିଲ୍ମନେ

0

ବଡ଼ ପରଦାନେ ଏକାସାଙ୍ଗେ ନଜର ଆସବେ ଦୁଇ ସୁପରଷ୍ଟାର । ଝନେ ବଲିଉଡ ଆର ଝନେ ସାଉଥ ସୁପରଷ୍ଟାର । ଆମେ ଇଠାନେ ବିଗ ବି ଅମିତାଭ ବଚ୍ଚନ ଆର ପ୍ରଭାସଙ୍କର କଥା କହୁଛୁ । ଗୁଟେ ବିଗ ବଜେଟ ଫିଲ୍ମନେ ଦୁହିଁ ସୁପରଷ୍ଟାର ସ୍କ୍ରିନ୍‌ପ୍ଲେ କରବାକେ ଯାଉଥିବାର ନେଇକରି ଝନାପଡିଛେ । ଆଉ ଇଥିରେ ବଲିଉଡ ଡିଭା ଦୀପିକା ପାଦୁକୋନ୍ ଅଭିନେତ୍ରୀ ଭାବେ ନଜର ଆସବେ ଦୁହିଁ ଝନକଁର ସାଙ୍ଗେ । ଇହାଦେ ତକ୍ ଫିଲ୍ମର ନାଁ ଡିସାଇଡ୍ ନାଇଁ ହେଇଥିବାର ବେଲେ ଗୁଟେ ଟିଜର ଜରିଆନେ ପ୍ରଭାସ ଫିଲ୍ମ ନେଇକରି କହିଛନ୍ । ଖୋବ ଜଲଦି ମେଗାଷ୍ଟାର ଅମିତାଭ ବଚ୍ଚନଙ୍କର ସାଙ୍ଗେ ଫିଲ୍ମ କରବାର ସୁଯୋଗ ମିଲବାକେ ଯଉଥିବାରନୁ ସେ ଖୁସି ଜାହିର କରିଛନ୍ । ଇତାର ନିର୍ଦ୍ଦେଶନା ଭାର ସମ୍ଭଲାବେ ନାଗା ଅଶ୍ୱୀନ । ଫିଲ୍ମଟା ୟୁରୋପରେ ସୁଟିଂ ହେବାର ନେଇ କରି ସୂଚନା ରହୁଛେ । ୪୦୦ କୋଟି ବଜେଟର ଇ ଫିଲ୍ମ ତିଆର କରାଯିବାର ନେଇକିନା ପ୍ରସ୍ତୁତି ଚାଲିଛେ । ଆର ଦର୍ଶକ ଭିଲ ଦୁହି ସୁପରଷ୍ଟାରଙ୍କୁ ଏକା ସାଙ୍ଗେ ଦେଖବାର ଲାଗି ଉସତ ଅଛନ୍ ।

Leave A Reply

Your email address will not be published.