ଆଗତ ହେଲା ବଜେଟ୍‌, ସ୍ୱାସ୍ଥ୍ୟ ଉପରେ ଅଏତକା ଗୁରୁତ୍ୱ

ଉଜ୍ୱଳା ଯୋଜନା ସଂପ୍ରସାରଣ ଲାଗି ବଢଲା ସମିଆଁ, ୧ କୋଟିନୁ ଅଏତକା ହିତାଧିକାରୀକୁଁ ମିଲବା ଗ୍ୟାସ୍‌

0

ଲୋକସଭାନେ ଆଗତ ହେଲା ବରଷ୍ ୨୦୨୧-୨୨ର ବଜେଟ୍ । କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଇ ବଜେଟ୍ ଆଗତ୍ କରିଥିବାର ବେଲକେ ଇଥରେ କେତେଟା ଯୋଜନାର ଅବଧି ବଢାଯାଇଛେ । କେନ୍ଦ୍ର ସରକାରକଁର ‘ଉଜ୍ୱଳା ଯୋଜନା’ କେ ସାମିଲ୍ କରାଯାଇଛେ । ଆଏବାର ୩ ବରଷ୍ ଭିତରେ କେନ୍ଦ୍ର ସରକାର ଶହେଟା ଜିଲ୍ଲାନେ ଗୁଟେ କୋଟିନୁ ଅଏତକା ହିତାଧିକାରୀକୁଁ ଗ୍ୟାସ୍ ଯୁଗେଇଦେବେ ସରକାର । ସ୍ୱାସ୍ଥ୍ୟ ସେବା ଆରୁ ସୁସ୍ଥତାକେ ବେଶୀ ଗୁରୁତ୍ୱ ଦିଆଯାଇଛେ ଇ ବରଷ୍ ବଜେଟ୍‌ନେ । ସ୍ୱାସ୍ଥ୍ୟ କ୍ଷେତ୍ରନେ ମୋଟ୍ ୨.୨୩ ଲାଖ୍ କୋଟି ଟଙ୍କାର ଖର୍ଚ୍ଚା ବଜେଟ୍ ରଖାଯାଇଛେ । ମୋଦି ସରକାର ସ୍ୱାସ୍ଥ୍ୟ ସେବା ଉପରେ ଅଏତକା ଫୋକସ୍ ଦିଆଯାଉଥିବାର କହିଛନ୍ ଅର୍ଥମନ୍ତ୍ରୀ । ଆତ୍ମନିର୍ଭର ଭାରତ ଯୋଜନାନେ ୬୪ ହଜାର କୋଟି ଟଙ୍କାର କର୍ପସ ପାଣ୍ଠିର ବେବସ୍ଥା କରାଯାଇଛେ । ଆଏବାର ୬ ବରଷ୍‌ଥି ସ୍ୱାସ୍ଥ୍ୟ ଭିତ୍ତିଭୂମି ଲାଗି ୬୪ ହଜାର୧୮୦ କୋଟି ଟଙ୍କା ବଜେଟ୍ ରଖାଯାଇଛେ । କୋଭିଡ୍ ଭ୍ୟାକ୍ସିନ୍ ଲାଗି ସରକାର ୩୫ ହଜାର କୋଟି ଟଙ୍କା ବ୍ୟୟବରାଦ୍ କରିଛନ୍ ବଜେଟ୍‌ନେ । ଇଥର ବଜେଟ୍‌ନେ ସ୍ୱାସ୍ଥ୍ୟ ଉପରେ ଅଏତକା ଗୁରୁତ୍ୱ ଦିଆଯାଇଥିବାର ବେଲକେ ୧୩୭ ପ୍ରତିଶତ ବଢେଇଦିଆଯାଇଛେ ବଜେଟ୍ ଟଙ୍କା । ଇଠାନେ ଆମେ କହି ରଖବାର ଲାଗି ଚାହେଁମୁ ଯେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତିନ୍ ନମ୍ବର ଥର ଲୋକସଭାନେ ବଜେଟ୍ ଉପସ୍ଥାପନ୍ କରୁଛନ୍ ।

Leave A Reply

Your email address will not be published.