ଆରୁ ନାଇଁନ ଶଲାବୁଢାର ଗୀତିକାର ନେତ୍ରାନନ୍ଦ ବାରିକ

ନେତ୍ରାନନ୍ଦ ବାରିକକଁର ବିୟୋଗ୍‌ନେ ଭାଙ୍ଗିଗଲା ସମ୍ବଲପୁରୀ-କୋଶଲୀ ଫିଲ୍ମ ଦୁନିଆଁର ମେରୁହାଡ୍ 

0

ସମ୍ବଲପୁରୀ-କୋଶଲୀ ନାଁକରା ପୁରଖା ଗୀତିକାର ନେତ୍ରାନନ୍ଦ ବାରିକ୍ । ସେ ଫଟାଇଲି ଖାଇଲି ବେଲ୍ ଗୀତ୍ ହେଉ କି, ଫେର୍ ଶଲା ବୁଢାର ଗୀତ୍‌ । ଇ ସବୁ ହିଟ୍ ଗୀତ୍‌ର ଲେଖକ୍ ନେତ୍ରାନନ୍ଦ ବାରିକ୍ ଆରୁ ଇ ଦୁନିଆଁନେ ନାଇଁନ । ଗଲା କିଛି ଦିନ୍ ହେଲା ତାକଁର ଦିହି ଖରାପ ଥିବାର ବେଲକେ ବେଶୀ ବିଗିଡିବାରନୁ ବଲାଙ୍ଗିର ଭୀମ ଭୋଇ ମେଡିକାଲନେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାନେ ଥିଲାବେଲେ ଜୀବନ୍ ଯାଇଛେ ତାକଁର । ତାକଁର ବିୟୋଗ୍‌ନେ କଲାକାର ମାନକଁର ମନ୍ ଦୁଃଖ୍ ଅଛେ । ବଲାଙ୍ଗିର ଖୁଜେନ୍‌ପାଲିର ନେତ୍ରାନନ୍ଦ ବାରିକ୍ ଆକାଶବାଣୀର ସ୍ୱୀକୃତିପ୍ରାପ୍ତ ଗୀତିକାର ଥିଲେ । ଆନ୍ତର୍ଜାତୀକ ସ୍ତରନେ ନାଁ କରିଥିବାର ଫିଲ୍ମ ଭୁଖା, ଶଲାବୁଢା, ଶଲାବୁଢାର ବଦଲା, ଆଦିମ ବିଚାର, ପାହାଡର ଲୁହ୍ ସାଙ୍ଗେ କେତନି ଫିଲ୍ମନେ ଅଭିନୟ କରିଛନ୍ । କଳାକାର ହିସାବେ ସେ କେତନି ନାଁ କରବାର ସାଙ୍ଗେ ନିଜର ଅଭିନୟର ଯାଦୁ ଦେଖେଇପାରିଛନ୍ ।

ଇତାର ସାଙ୍ଗେ ଶଲା ବୁଢାର ଟାଇଟିଲ୍ ସଙ୍ଗ୍ ହେଉ କି ଆଦିମ୍ ବିଚାର ଫିଲ୍ମ ସବୁଥିରେ ହିଟ୍ ଗାନା ଦେଇଛନ୍ । ଫିଲ୍ମ ‘ଭୂଖା’ ର ‘ଫଟାଇ ଖାଇଲି ବେଲ’ ଗୀତ ରଚନା କରିଥିବାର ନେତ୍ରାନ୍ଦକଁର ଗୀତ୍ ଆଏଜ ଭିଲ୍ ଲକକଁର ମୁହେଁ ରହିଛେ । ଆଜି ଭିଲ୍ ଲୋକ୍ ତାକଁର ଲେଖିଥିବାର ଗୀତ୍ ମାନକେ ସୁରତା କରିଛନ୍ । କଇତାର ବାହାରେ ଦୁଶରା ସମ୍ବଲପୁରୀ ହିଟ୍ ଗାନାମାନେ ଭିଲ୍ ଲେଖିଛନ୍ ନେତ୍ରାନନ୍ଦ । ପଶ୍ଚିମାଞ୍ଚଲ ଭାଷାନେ ତାକଁର ଲେଖିଥିବାର ଗୀତ୍ ହେଉ କି ନାଟକ୍ ଲାଗି କେନସି ଲେଖା ସବୁଥିରେ ତାକଁର ନାଁ ଉପରେ ରହିଛେ । ଖାଲି ପଶ୍ଚିମ୍ ଓଡ଼ିଶାନେ ନୁହେଁ ଓଡ଼ିଆ ଫିଲ୍ମ ଜଗତନେ ଭିଲ୍ ଜନେ ନାଁକରା କଲାକାର ଭାବେ ତାକଁର ପରିଚୟ ରହିଛେ । ଓଡ଼ିଆ ଫିଲ୍ମ ତୁଳସୀ ଅପା, ସୂର୍ଯ୍ୟମୁଖୀ ଲେଖେଁ ଫିଲ୍ମନେ ସେ ଅଭିନୟ କରିଛନ୍ ଆରୁ କିଛିଟା ଫିଲ୍ମନେ ଆର୍ଟ ଡାଇକ୍ଟେର ଭାବେ କାମ୍ କରିଛନ୍ । ତାକଁର ବିୟୋଗ୍ ଖବର ଜାନଲା ବାଦ୍ ନିଜର ଭାବ୍ ଜାହିର କରିଛନ୍ ଫିଲ୍ମ ନିର୍ଦ୍ଦେଶକ୍ ସବ୍ୟସାଚୀ ମହାପାତ୍ର ।

ସେ କହିଛନ୍ ଯେ, “ମୋର୍ ସବୁ ଫିଲ୍ମନେ ଗୀତ୍ ରଚନାନୁ ନେଇକରି ପ୍ରଡକ୍ସନ ମେନେଜର୍‌, ଆର୍ଟ ଡାଇରେକ୍ସନ୍‌ର ଭିଲ୍ ଦାୟିତ୍ୱ ନେଇଥିଲେ । ସେ ମୋର ଗୁଟେ ହାତ୍ ଲେଖେଁ ଥିଲେ ବଲିକରି କହିଛନ୍ ଶ୍ରୀଯୁକ୍ତ ମହାପାତ୍ର ।” ଜନେ ପୁରଖା ଗୀତିକାର ଆରୁ ସହଯୋଗୀକୁଁ ହରେଇଛନ୍ ବଲି କହିଛନ୍ ସବ୍ୟସାଚୀ ମହାପାତ୍ର । ସେ ଜନେ ଗାଁର ମୁନୁଷ୍ ଭାବେ ଜନା ଥିଲେ । ଗାଁର ମୋହ୍ ତାକୁଁ ସହର ଛାଡି କରି ଗାଁ ଆଡେ ଘିଚିଥିଲା । ବଲାଙ୍ଗିର ମ୍ୟୁନିସପାଲଟିନେ ଚାକରୀ ଜୀବନ୍ ମୁଲ୍ କରିଥିବାର ନେତ୍ରାନନ୍ଦ ତାକଁର ଶେଷ ଜୀବନ୍ ତକ୍ ଗାଁନେ ବିତେଇଥିଲେ । ବଲାଙ୍ଗିର ଖୁଜେନ୍‌ପାଲିନେ ହିଁ ରହିକରି ସେ ତାକଁର ଅଭିନୟ ସାଧନା କରିଥିଲେ । ସମ୍ବଲପୁରୀ- କୋଶଲୀ ଫିଲ୍ମ ଜଗତର ଜନେ ଆଘାଡର ପ୍ରତିଭାକଁର ବିୟୋଗ୍‌ନେ ଗୁଟେ ବଡଭାରି ଜାଗାଟେ ସବୁଦିନ୍ ଲାଗି ଖାଲି ରହିଗଲା ।

Leave A Reply

Your email address will not be published.