Browsing Tag

world fight against corona

କରୋନାନୁ ମିଲବା ତ୍ରାହି !

ସାରା ବିଶ୍ୱ ଇହାଦେ କରୋନା ମହାମାରୀ ସାଙ୍ଗେ ଯୁଝୁଛେ । କରୋନାନୁ ବଚବାର ଲାଗି ଟିକାର ଖୋଜ ନେ ଭିଲ ଲାଗିଛନ୍ ଭିନ୍ ଭିନ୍ ଦେଶର ଡାକ୍ତର, ବୈଜ୍ଞାନିକ । ଏନ୍ତା ସମିୟାନେ ଗୁଟେ ଫଟୋ ଦେଖିକରି କରୋନାନୁ ଖୋବ ଜଲଦି ମୁକ୍ତି ମିଲବାକେ ଯାଉଛେ ବଲି ଗୁଟେ ଶୁଭ ସଂକେତ ମିଲିଥିବାର ଆଶ କରୁଛନ୍ ଲୋକ୍ ।…

ଜୁନିୟର ଟ୍ରମ୍ପଙ୍କୁ କରୋନା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଉତାରୁ ଇହାଦେ ତାଙ୍କର ପୁଅ କରୋନା ଆକ୍ରାନ୍ତ । ଟ୍ରମ୍ପଙ୍କର ପୁଅ ବ୍ୟାରନ୍ ଟ୍ରମ୍ପ ଭିଲ କରୋନା ପଜିଟିଭ ଥିବାର ନେଇକରି ଝନାପଡିଛେ । ପହେଲାନୁ ଡୋନାଲ୍ଡ ଟ୍ରମ୍ପ ଆର ତାଙ୍କର ସ୍ତ୍ରୀ ମେଲାନିଆ ଟ୍ରମ୍ପଙ୍କୁ କରୋନା ହେଇଥିବାର ବେଲେ ଇହାଦେ ଇତାର…