ଜୁନିୟର ଟ୍ରମ୍ପଙ୍କୁ କରୋନା

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ପୁଅ ବ୍ୟାରନଙ୍କୁ କରୋନା

0

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଉତାରୁ ଇହାଦେ ତାଙ୍କର ପୁଅ କରୋନା ଆକ୍ରାନ୍ତ । ଟ୍ରମ୍ପଙ୍କର ପୁଅ ବ୍ୟାରନ୍ ଟ୍ରମ୍ପ ଭିଲ କରୋନା ପଜିଟିଭ ଥିବାର ନେଇକରି ଝନାପଡିଛେ । ପହେଲାନୁ ଡୋନାଲ୍ଡ ଟ୍ରମ୍ପ ଆର ତାଙ୍କର ସ୍ତ୍ରୀ ମେଲାନିଆ ଟ୍ରମ୍ପଙ୍କୁ କରୋନା ହେଇଥିବାର ବେଲେ ଇହାଦେ ଇତାର ଚପେଟ ତାଙ୍କର ପିଲା ରହିଛେ । ବୁଧବାର ଦିନ ମେଲାନିଆ ପୁଅକେ କରୋନା ହେଇଥିବାର ନେଇକରି ସୂଚନା ଦେଇଛନ୍ ।

ମେଲାନିଆ କହିଛନ୍ ଯେ, ଯେତେବେଲେ ଡୋନାଲଡ୍ ଟ୍ରମ୍ପ ଆଉ ସେ କରୋନା ପଜିଟିଭ୍ ଚିହ୍ନଟ ହେଇଥିଲେ ସେହି ସମିୟାନେ ପୁଅ ବ୍ୟାରନର ଭିଲ ଟେଷ୍ଟ କରାଯାଇଥିଲା । ହେଲେ ବ୍ୟାରନଙ୍କର ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିଲା, ଜୁନିୟର ଟ୍ରମ୍ପ କରୋନା ଚପେଟନେ ନାଇଁ ଥାଇ । ତେଭେ ଇହାଦେ ବ୍ୟାରନ ପଜିଟିଭ୍ ଚିହ୍ନଟ ହେଇଥିବାର ବେଲେ ଚିକିତ୍ସିତ ହେଉଛନ୍ । ସେଆଡେ ଡୋନାଲ୍ଡ ଟ୍ରମ୍ପ ପଜିଟିଭ୍ ଚିହ୍ନଟ ହେଲା ବାଦ ଦୁଇ ହପ୍ତା ତକ୍ ନିର୍ବାଚନ ପ୍ରଚାରନୁ ଦୂରେ ରହିଥିଲେ । ଇହାଦେ ପୁରା ଭାବେ ସୁସ୍ଥ ହେଲା ଉତାରୁ ସୋମବାର ଫ୍ଲୋରିଡାନେ ଗୁଟେ ବଡଟେ ସଭାନେ ଉଦବୋଧନ ଦେଇକରି ଫେର ନିର୍ବାଚନ ପ୍ରଚାରନେ ସାମିଲ ହେଇଛନ୍ ।

Leave A Reply

Your email address will not be published.