ସମ୍ବଲପୁର୍ ବିଶ୍ୱବିଦ୍ୟାଲୟର୍ ନୂଆ କୁଳପତି ହେଲେ ପ୍ରଫେସର୍ ସଂଜୀବ ମିତ୍ତଲ

0

ସମ୍ବଲପୁର୍ ବିଶ୍ୱବିଦ୍ୟାଳୟ୍ ର କୁଳପତି ପଦ୍ ବହୁତ୍ ଦିନୁ ଖାଲି ରହିଥିବାର୍ କେ ନେଇକରି ବହୁତ୍ ଦିନୁ ଚର୍ଚ୍ଚା ଲାଗିରହିଥିବାର୍ ବେଲ୍‌କେ ଆଜି ସମ୍ବଲପୁର ବିଶ୍ୱବିଦ୍ୟାଲୟର୍ ନୂଆ କୁଳପତି ହିସାବେ ପ୍ରଫେସର୍ ସଂଜୀବ୍ ମିତ୍ତଲ କୁଁ ନିଯୁକ୍ତି କରାଯାଇଛେ । ରାଜ୍ୟପାଳ ଗଣେଶି ଲାଲ୍ ତାହାକୁଁ ନୂଆ କୁଳପତି ହିସାବେ ନିଯୁକ୍ତି ଦେଇଛନ୍ । ସେ ନୂଆ କୁଳପତି ହିସାବେ ୪ ବରଷ୍ ତାକଁର୍ କାର୍ଯ୍ୟଭାର୍ କେ ସମ୍ଭଲାବେ । ସେ ଇହାଦେ ଦିଲ୍ଲୀର୍ ଯୁନିଭର୍ସିଟି ସ୍କୁଲ୍ ଅଫ୍ ମ୍ୟାନେଜ୍‌ମେଣ୍ଟ୍ ଗୁରୁ ଗୋବିନ୍ଦ୍ ସିଂ ଈନ୍ଦ୍ରପ୍ରସ୍ଥ ବିଶ୍ୱବିଦ୍ୟାଳୟ୍ ନେ କାମ୍ କରୁଥିବାର୍ ବେଲ୍‌କେ ବହୁତ୍ ଜଲ୍‌ଦି ସେ ସମ୍ବଲପୁର୍ ବିଶ୍ୱବିଦ୍ୟାଲୟର୍ କାର୍ଯ୍ୟଭାର୍ କେ ଗ୍ରହଣ୍ କର୍‌ବେ ।

Leave A Reply

Your email address will not be published.