ବନ୍ଦ୍‌ ହେବା ସମ୍ବଲପୁର୍‌ର କୋଭିଡ୍‌ ହସ୍ପିଟାଲ୍‌

0

ସମ୍ବଲପୁରନେ କୋଭିଡ୍‌ ସଂକ୍ରମନ୍‌ ରୋଗୀ ମାନ୍‌ଙ୍କର୍‌ ସଂଖ୍ୟା ଧିରେ ଧିରେ କମବାର୍‌କେ ଲାଗିଥିବାର ବେଲେ ହସ୍ପିଟାଲନେ ଇହାଦେ ୨୪ ଜନ୍‌ କୋରୋନା ରୋଗୀଙ୍କର ଚିକିତ୍ସା ସରବାର ପରେ ତାଙ୍କୁ ଡିସ୍‌ଚାର୍ଜ କରାଯାଇଛେ । ସେଥିରଲାଗି ୫ଦିନ୍‌ ହେଲା ନୁଆ କୋଭିଡ୍‌ ରୋଗୀ ଭିଲ୍‌ ଭର୍ତି ନାଇ ହେବାର । ପହେଲାନୁ ସମ୍ବଲପୁର ସଦର ଡାକ୍ତରଖାନାକେ କୋଭିଡ ହସ୍ପିଟାଲ କରବାରକେ ନେଇକରି ଜିଲ୍ଲା ପ୍ରଶାସନର ନିଷ୍ପତି ଉପରେ ବହୁତ ଲୋକ୍‌ ଅଭି୍‌୍‌ଯୋଗ ଆନିଥିଲେ । ହେଲେ ସେ ସମିୟାନେ ଲୋକଙ୍କର ଚିକିତ୍ସାକେ ଦେଖିକରି ଏପ୍ରିଲ ୨ନେ ସମ୍ବଲପୁର ସଦର ଡାକ୍ତରଖାନାକେ କୋଭିଡ୍‌ ହସ୍ପିଟାଲ୍‌ କରାଯାଇଥିଲା । ଆର୍‌ ଇତାର ବଦ୍‌ଲେ ୮ଟା ପିଏଚ୍‌ସି କରାଯାଇଥିଲା । ସେତେବେଲେ କରୋନା ସଂକ୍ରମନ ବଢୁଥିବାର ଦେଖିକରି ଆଇସିୟୁ କରାଯାଇଥିଲା । ହେଲେ ପହେଲାନୁ ଇଠାନେ ୩୦ଟା ଭେଣ୍ଟିଲେଟର ଆର୍‌ ୨ଟା ଡାଇଲେସିସ ମେସିନ୍‌ କରାଯାଇଥିବାରନୁ ସେଟା ଆଗକେ କାମେ ଆସବା ବୋଲି ଅପସାରଣ ନାଇ କରାଯାଏ ବୋଲି ନିଷ୍ପତି ନିଆଯାଇଛେ । ଯେନେ ୨୦୦ଟା ବେଡ୍‌ନେ ରୋଗୀ ସଂଖ୍ୟା ଦିନକୁ ୧୨୦ ନୁ ୧୩୦ ଭିତରେ ରହୁଥିଲା ଇହାଦେ ୨୭ ରହିଛେ । କୋଭିଡ ହସ୍ପିଟାଲକେ ବନ୍ଦ୍‌ କରାବାର ଉତାରୁ ତାକେ ଭଲ୍‌ ଭାବେ ବିଶୋଧନ୍‌ କରାଯିବା ଆର ଦରକାରନୁ ବେଶି ପ୍ରତିଶେଧ୍‌କ ବ୍ୟବସ୍ତା କରାଯିବା ବୋଲି ରାଜ୍ୟସରକାର କହିଛନ ।

Leave A Reply

Your email address will not be published.