ଇଜ୍ଜତ୍ ରଖଲା ଟିମ୍ ଇଣ୍ଡିଆ

୧୩ ରନ୍‌ନେ ଦିନକିଆ ସିରିଜ୍‌ର ଶେଷ୍ ମେଚ୍ ଜିତଲେ ବିରାଟ୍ ଟିମ୍

0

ଦିନିକିଆ ସିରିଜ୍‌ନେ ଅଷ୍ଟ୍ରେଲିଆକେ ହରେଇକରି ଜିତଲା ଟିମ୍ ଇଣ୍ଡିଆ । ୧୩ ରନ୍‌ନେ ଲାଷ୍ଟ୍ ମେଚ୍ ଜିତିଛେ ଟିମ୍ ଇଣ୍ଡିଆ । ଦିନିକିଆ ସିରିଜ୍‌ର ଶେଷ ମେଚ୍‌ନେ ଜିତିକରି ଟିମ୍‌ର ଇଜ୍ଜତ ରଖିଛେ ଦଲ୍ । ୫୦ ଓଭର ମେଚ୍‌ନେ ପହେଲା ଭାରତୀୟ ଦଲ୍ ବେଟିଂ କରିକିନା ୫ ୱିକେଟ୍‌ନେ ୩୦୨ ରନ୍ ବନେଇଥିଲା । ସେଆଡେ ଅଷ୍ଟ୍ରେଲିଆ ଦଲ୍ ବେଟିଂ କରିକିନା ସବୁ ୱିକେଟ୍ ହାରିଥିବାର ବେଲେ ୨୮୯ ରନ୍ କରିପାରିଥିଲା ।

 

ଟିମ୍ ଇଣ୍ଡିଆନୁ ହାର୍ଦ୍ଧିକ୍ ପାଣ୍ଡ୍ୟା ଆରୁ ରବିନ୍ଦ୍ର ଜାଡେଜାକଁର ପାଟନରସିପ୍ ଲାଗି ୩୦୨ ରନ୍ ବନିପାରିଥିଲା । ବିରାଟ୍ କୋହଲି ୬୩ ରନ୍ କରିଥିବାର ବେଲକେ ପାଣ୍ଡ୍ୟା ନଟ୍‌ଆଉଟ୍ ହେଇକରି ଶେଷ ତକ୍ ଫିଲ୍ଡନେ ରହିଥିଲେ । ସେନ୍ତା ରବିନ୍ଦ୍ର ଜାଡେଜା ୬୬ ରନ୍ ବନେଇପାରିଥିଲେ ଆଜିର ମେଚ୍‌ନେ । ଅଷ୍ଟ୍ରେଲିଆ ଦଲ୍ ସିରିଜନେ ଦୁଇଟା ମେଚ୍ ଜିତିଥିବାର ବେଲକେ ଇଣ୍ଡିଆ ଶେଷ ମେଚ୍ ଜିତବାରନେ ସଫଲ ହେଇଛେ ।

Leave A Reply

Your email address will not be published.