ଆଏଜ୍ ଭାରତ୍ ବନ୍ଦ୍‌

କେନ୍ଦ୍ର ଟେଡ୍ ୟୁନିୟନ୍ ଆଡୁ ୨୪ ଘଣ୍ଟିଆ ହଡ୍‌ତାଲ୍ ଡକରା

0

କେନ୍ଦ୍ର ସରକାରକଁର ଶ୍ରମିକ, ଚାଷୀ ଆରୁ ଜନବିରୁଧୀ ନୀତି ବିରୁଧନେ କେନ୍ଦ୍ରୀୟ ଟେଡ୍ ୟୁନିୟନ୍ ଆଡୁ ଆଏଜ୍ ୨୪ ଘଣ୍ଟିଆ ହଡ୍‌ତାଲ ଡକରା ଦେଇଛନ୍ । ସଖାଲର ୬ ବଜାନୁ ମୁଲ ହେଇଥିବାର ଇ ହଡତାଲ୍ ୨୪ ଘଣ୍ଟା କରାଯିବା । ରାଜ୍ୟର ଭିନ୍ ଭିନ୍ ଜାଗାନେ ଭିଲ୍ ବନ୍ଦର ଅସର ଦେଖବାକେ ମିଲିଛେ । ବନ୍ଦ ଲାଗି ସବୁ ଦୁକାନ୍ ବଜାର, ସରକାରୀ ବେସରକାରୀ ଅଫିସ୍‌ନୁ ନେଇକରି ଗାଡି ଚଲାଚଲ ବନ୍ଦ ରହିଛେ । ସିଟୁ ଆଡୁ ଗାଡି ମଟର, ଟ୍ରେନ୍‌, ବସ୍ ଚଲାଚଲ ବନ୍ଦ ରଖବାକେ ସିଟୁ ଆଡୁ ଡକରା ଦିଆଯାଇଛେ । ସଖାଲୁ ଭିନ୍ ଭିନ୍ ଜାଗାନେ ପିକେଟିଂ, ରାସ୍ତାରୋକ୍ । ରାୟଗଡ଼ା ଆରୁ ଗୁଣପୁରନେ ଟାୟାର ଜାଲିକରି ରାସ୍ତାରୋକ୍ କରାଯାଇଛେ । ଭୁବନେଶରର ଭିନ୍ ଭିନ୍ ଛକ୍‌ନେ ସଙ୍ଗଠନ ଆଡୁ ରାସ୍ତାରୋକ୍ କରାଯାଇଛେ । ସେଆଡେ ବୌଦ୍ଧ ଜିଲ୍ଲାନେ ଭିଲ୍ ଭାରତ୍ ବନ୍ଦ୍ ପାଲନ୍ ହେଉଛେ । ସଖାଲୁ ସଖାଲୁ ଭିନ୍ ଭିନ୍ ସଙ୍ଗଠନ୍ ଆଡୁ ପିକେଟିଂ କରିକିନା ଭିନ୍ ଭିନ୍ ଛକ୍ ମାନକୁଁ ବନ୍ଦ କରାଯାଇଛେ । ସୁବର୍ଣ୍ଣପୁର, ରାଉରକେଲା, ପାରାଦୀପ୍ ଆରୁ ଗୁଣପୁର ମେତାନ୍ ଜାଗାନେ ଭିଲ୍ ବନ୍ଦର ଅସର ଦେଖବାକେ ମିଲୁଛି ।

Leave A Reply

Your email address will not be published.