କରୋନାନେ ଅଜିତ୍ ମଙ୍ଗରାଜକଁର ବିୟୋଗ୍‌

ଆରୁ ନାଇଁନ ପିପିଲି ଉପନିର୍ବାଚନ୍‌ର କଂଗ୍ରେସ୍ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ

0

ପିପିଲି ଉପନିର୍ବାଚନ୍ କଂଗ୍ରେସ୍ ପ୍ରାର୍ଥୀ ଅଜିତ୍ ମଙ୍ଗରାଜକଁର ପରଲୋକ୍ । କରୋନା ସଂକ୍ରମିତ୍ ହେଇକରି ଚିକିତ୍ସିତ୍ ହେଉଥିବାର ବେଲକେ ଆଏଜ୍ ତାକଁର ବିୟୋଗ୍ ହେଇଛେ । ଗଲା କିଛି ଦିନ୍ ତଲେ ଶ୍ରୀ ମଙ୍ଗରାଜ୍ କରୋନା ପଜିଟିଭ୍ ହେଇଥିବାର ନେଇକରି ନିଜର ଫେସବୁକ୍ ପେଜନେ ସୂଚନା ଦେଇଥିଲେ । କରୋନା ନେଇକରି ଇଆଡ ସେଆଡ୍ ପ୍ରଚାର ନାଇଁ କରବାର ଲାଗି ସେ ଅନୁରୋଧ୍ କରିଥିଲେ । ସେ ଭୁବନେଶ୍ୱରର ଗୁଟେ ଘରୋଇ ହସ୍ପିଟାଲନେ ଚିକିତ୍ସିତ୍ ହେଉଥିଲେ । ବହୁତ୍ ଜଲ୍‌ଦି ପ୍ରଚାର ମଇଦାନ୍‌କେ ଫିରବାର ଲାଗି କହିକରି ନିଜର ଦଳର ସହଯୋଗୀକୁଁ ଜନେଇଥିଲେ ହେଲେ ତାକଁର ଅକାଲ୍ ବିୟୋଗ୍ ହେଇଛେ । ଚିକିତ୍ସିତ୍ ହେଉଥିବାର ସମିଆଁନେ ତାକଁର ମୃତ୍ୟୁ ହେଇଥିବାର ବେଲକେ ତାକଁର ବିୟୋଗନେ ଦୁଃଖ୍‌ର ଚିତ୍ର ଦେଖବାର ଲାଗି ମିଲିଛେ । ସେଆଡେ ଇହାଦେ ପିପିଲି ଉପନିର୍ବାଚନ୍‌କେ ନେଇକରି କେତନି ପ୍ରଶ୍ନ ଉଠିଛେ ।

Leave A Reply

Your email address will not be published.