ପାଶରିଗଲେ କୋଭିଡ୍ ନିୟମ୍‌

ବିଜେପି ନେତାକଁର ନାତେନ୍‌ର ନିର୍ବନ୍ଧନେ ୬ହଜାର ଲୋକ୍ ଠୋଲ୍‌, ଭିଡିଓ ଭାଇରାଲ୍‌

0

ଦେଶେ ଇହାଦେ ଭିଲ୍ କରୋନା ଡର୍ ରହିଛେ । କରୋନା ଦୁଇ ନମ୍ବର ଥର ଦେଶର ଭିନ୍ ଭିନ୍ ଜାଗାନେ ଦେଖବାକେ ମିଲିଥିବାର ବେଲକେ ସରକାର ଇହାଦେ ଭିଲ୍ କଡାକଡି ରଖିଛନ୍ ନିୟମ୍ । ସାମାଜିକ୍ ଦୂରତା, ଆରୁ ମାସ୍କ ପିନ୍ଧବାର ଉପରେ ଇହାଦେ ଭିଲ୍ ଅଏତକା ଗୁରୁତ୍ୱ ଦିଆଯାଉଚେ । ହେଲେ କିଛିଟା ଜାଗାନେ ଇ ସବୁ ନିୟମକେ ଲୋକ୍ ଖୁଲାଖୁଲି ଭାବେ ନାଇଁ ମାନୁଥିବାର ଦେଖବାକେ ମିଲୁଛେ । ବେଶୀକରି ନେତା ମନ୍ତ୍ରୀ, ବିଧାୟକ ନିୟମ୍ ନାଇଁମାନୁଥିବାର କଥା ସାମ୍ନାକେ ଆସୁଛେ । ଗୁଜୁରାଟନେ ଭିଲ୍ ଇହାଦେ କରୋନା ଡର ନାଇଁ ଯାଇଥିବାର ବେଲକେ ଜନେ ବିଜେପି ବିଧାୟକ ତଥା ଆଘରର ମନ୍ତ୍ରୀ କାନ୍ତି ଗମୀତ କରୋନା ନିୟମ ନାଇଁ ମାନିଥିବାର ଅଭିଯୋଗ ହେଇଛେ । ନାତେନ୍‌ର ନିର୍ବନ୍ଧ ଭୁଜିନେ ୬ ହଜାରନୁ ଅଏତକା ଲୋକକଁର ଭିଡ୍ ହେଇଥିବାର ଫଟୋ ଇହାଦେ ଭାଇରଲ୍ ହେଇଛେ । ଇ ଭିଡିଓ ଭାଇରାଲ ହେଲା ଉତାରୁ ଇହାଦେ ସମସ୍ୟାନେ ପଡିଛନ୍ ବିଧାୟକ । ସାଧାରଣ ଲୁକକଁର ଲାଗି ନିୟମ୍ ରହିଥିବାର ବେଲକେ ନେତା ମନ୍ତ୍ରୀକଁର ଲାଗି ଇସବୁ ନିୟମ୍ ଲାଗୁ ନାଇଁ ହେବାର ବଲି ପ୍ରଶ୍ନ କରିଛନ୍ ଲୋକ୍ । ଏନ୍ତା ଘଟନା ବାଦ୍ ମୁହଁ ଖୁଲିଛନ୍ ବିଜେପି ନେତା ଗମୀତ, ସେ କହିଛନ୍ ଯେ ୨ହଜାର ଲୋକକୁଁ ଡକାଯାଇଥିଲା, ହେଲେ ବାକି ଲୋକ୍ ନିଜେ ନିଜେ ହିଁ ଆସିକରି ଇଠାନେ ଠୋଲ୍ ହେଇଥିଲେ ବଲିକରି ସେ କହିଛନ୍ ।

Leave A Reply

Your email address will not be published.