ସେନାର ସାଇଲେଂଟ ୱାଚର

0

ଭାରତୀୟ ସେନା ବାହିନୀ ସଶସ୍ତ୍ର ସଜାଗ ଜାଗ୍ରତ । ଏହାର ସୈନ୍ୟ ବଳ ଯେତିକି ସଶକ୍ତ ସେତିକି ସତର୍କ । ଭାରତ ପାଇଁ କେବଳ ଏହାର ବୀର ସୈନିକ ପ୍ରାଣବଳି ଦେଇ ଏହାର ସୁରକ୍ଷା ଭାର ନେଇନାହିାନ୍ତି । ବରଂ ଆଉ କିଛି ଜଣ ପୁରୋଧା ଅଛନ୍ତି ଯେଉଁମାନେ ଆମ ମାନଙ୍କ ଭଳି କଥା କହିପାରନ୍ତି ନାହିଁ, ହେଲେ ଚୁପଚାପ୍ ରହି ଆତଙ୍କବାଦୀଙ୍କ ଗତିପଥ ଉପରେ ତୀକ୍ଷ୍ମ ନଜର ରଖିଥାନ୍ତି । ଆମେ ଏଠି ଡଗ୍ ସ୍କ୍ୱାର୍ଡ କଥା କହୁଛୁ । ଭାରତୀୟ ସେନାରେ ଡଗ୍ ସ୍କ୍ୱାଡଙ୍କ ଭୂମିକା ଅନେକ । ସବୁଠୁ ବିଶ୍ୱସ୍ତ କୁକୁରକୁ କୁହାଯାଇଥାଏ । ଯିଏ ନିଜ ମାଲିକ ପାଇଁ ସବୁ ବେଳେ ବିଶ୍ୱସ୍ତ ସାବ୍ୟସ୍ତ୍ୟ ହୋଇଆସିଛି । ଏପରିକି ବିଭିନ୍ନ ସମୟରେ ନିଜ ଜୀବନକୁ ବାଜି ଲଗାଇ ନିଜ ଦକ୍ଷତା ତଥା ବିଶ୍ୱସନୀୟତାକୁ ପ୍ରମାଣିତ କରିଛି ଏହି ବନ୍ଧୁ ଜୀବ । ଭାରତୀୟ ମିଲିଟାରୀରେ ଡଗ୍ ସ୍କ୍ୱାର୍ଡଙ୍କ କାମ କଣ ତାଙ୍କୁ କିଭଳି ଟ୍ରେନିଂ ଦିଆଯାଏ ଏସବୁ ଉପରେ ଆଲୋଚନା କରିବା ଆମର ଆଜିର ସ୍ୱତନ୍ତ୍ର ଉପସ୍ଥାପନା ସେନାର ସାଇଲେଂଟ ୱାଚର ।

Leave A Reply

Your email address will not be published.