ସିରମ୍ ଇନଷ୍ଟିଚ୍ୟୁଟ୍‌ନେ ନିଆଁ ଲାଗବାର ଘଟନା, ୫ ଜନକଁର ମୃତ୍ୟୁ

୧୦ ଦମକଲ ବାହିନୀ ଘଟନା ସ୍ଥଲନେ କରୁଛନ୍ ଉଦ୍ଧାର, ୪ ଜନକୁଁ ସୁରକ୍ଷିତ କରାଯାଇଛେ ଉଦ୍ଧାର

0

ପୁନେ ସିରମ୍ ଇନଷ୍ଟିଚ୍ୟୁଟନେ ହେଇଥିବାର ଅଗ୍ନିକାଣ୍ଡ ଘଟନାନେ ୫ ଜନ୍‌କଁର ଜୀବନ୍ ଯାଇଥିବାର ନେଇକରି ସୂଚନା ରହିଛେ । ଆଏଜ୍ ଦୁଇପହରେ ଇଠାନର ଗୁଟେ ତିଆର ଚାଲିଥିବାର କୁଠାନେ ନିଆଁ ଲାଗିଯାଇଥିଲା । ଖବର ପାଇକରି ଦମକଲ ବାହିନୀ ଆରୁ ପୁଲିସ ନିଆଁ ଲିଭାବାର ଲାଗି ଚେଷ୍ଟା କରିଥିଲେ ଆରୁ ଉଦ୍ଧାର କାମ୍ କରିଥିଲେ । ପହେଲାନୁ କେହି କୁଠା ଭିତରେ ନାଇଁଥିବାର ନେଇକରି କୁହାଯାଉଥିବାର ବେଲକେ ପଛେ ୫ ଜନ୍‌କଁର ମଲାଦେହ ଉଦ୍ଧାର ହେଇଛେ ଆରୁ ୪ ଜନ୍ ସିରିୟସ୍ ଥିବାର ନେଇକରି ଜନାପଡିଛେ । ସେଆଡେ ଘଟନାନେ ମରିଥିବାର ଲୁକକଁର ପରିବାରକୁଁ ସମବେଦନା ଜନେଇଛନ୍ ସିରମ୍ ଇନଷ୍ଟିଚ୍ୟୁଟର ସିଇଓ ଅଦର ପୁନାୱାଲା । ନିଆଁ ଲାଗିଥିବାର କୁଠା ପାଖେ ଟିକା ରଖାଯାଇଥିବାର କୁଠା ରହିଥିଲେ ଭିଲ୍ କୋଭିସିଲ୍ଡ ଟିକା ସୁରକ୍ଷିତ୍ ଥିବାର ନେଇକରି ସୂଚନା ରହିଛେ ।

Leave A Reply

Your email address will not be published.