କମିଟି କହେବାର୍ ହିସାବେ କମ୍‌ବା ସ୍କୁଲ୍ ଫି

0

ରାଏଜେ ଥିବାର୍ ବେସରକାରୀ ସ୍କୁଲ୍ ମାନେ ଲକ୍‌ଡାଉନ୍ ସମିଆର୍ ଫି କେତେ କେତେ କମ୍ କରବେଯେ ସେଟକେ ନେଇକରି ଓଡିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ । ହାଇକୋର୍ଟ ରାୟନେ କହିଛନ୍ ଯେ ଇ ବାବଦରେ କୋର୍ଟ ଯେନ୍ କମିଟି ବନେଇଛନ୍ ସେ କମିଟିର୍ ରିପୋର୍ଟ ଆସଲାପରେ ଯାକିର୍ ଇ ଉପରେ ଆଗକେ ବଢାଯିବା । ଯେହେତୁ ଲକ୍‌ଡାଉନ୍ ସମିଆନେ ସ୍କୁଲ୍ ମାନେ ବନ୍ଦ ରହିଥିଲା, ହେଥିର୍ ଲାଗି ସେ ସମିଆର୍ ଫି ଛାଡ୍ ହେଉ ବଲିକରି ଅଖିଲ୍ ଭାରତୀୟ ଅଭିଭାବକ ସଂଘ୍ ଆଡୁ ପି-ଆଇ-ଏଲ୍ ଦାୟର୍ ହେଇଥିଲା । ଫି ଛାଡ୍ କରବାର୍‌କେ ରାଜ୍ୟ ସରକାରକଁର୍ କିଛି ବ୍ୟବସ୍ଥା ନାଇନ ବଲି ସରକାର୍ କହେବାର୍ ପରେ କୋର୍ଟ ନିଜର୍ ଆଡୁ ଗୁଟେ କମିଟିଟେ ବନେଇଥିଲେ । ସେ କମିଟି ଆଗକେ ଯେନ୍ ରିପୋର୍ଟଟା ଦେବେ ସେତାର୍ ଅନସାରେ୍ ଆଗକେ ଫଏସଲା ହେବା ବଲିକରି କୋର୍ଟ କହିଛନ୍ ।

Leave A Reply

Your email address will not be published.