ସବୁ ଜରୁରୀ ସେବା ଲାଗି ‘୧୧୨’

ରାଜ୍ୟନେ ସବୁ ଜରୁରୀ ସେବା ଲାଗି ଗୁଟେ ନମ୍ବର, ୧୦୯୮ଟା ପଦ୍ ମଂଜୁର କଲେ ମୁଖ୍ୟମନ୍ତ୍ରୀ

0

ରାଜ୍ୟନେ ପୋଲିସ ଆଡୁ ଯୁଗେଇଦିଆଯାଉଥିବାର ସବୁ ଜରୁରୀ ସେବା ଲାଗି ଏତକର ଅଲଗ ଅଲଗ ନମ୍ବରର ଦରକାର ନାଇଁପଡେ । ପୁଲିସ ସାହାଜ୍ ଲାଗି ଏତକର୍ ଗୁଟେ ନମ୍ବର ବେଭହାର କରାଯିବା, ସେଟା ହେଉଛେ ୧୧୨ । ଇ ନମ୍ବର ଜଲଦି ଲାଗୁ କରାଯିବାର ନେଇକରି ରାଜ୍ୟ ସରକାରକଁର ଆଡୁ କୁହାଯାଇଛେ । ପୁଲିସ, ଆମ୍ବୁଲାନ୍ସ, ଦମକଲ, ମହିଲା ହେଲ୍ପଲାଇନ୍ ଲେଖେଁ ଭିନ୍ ଭିନ୍ ଜରୁରୀ ସେବା ଲାଗି ଅଲଗ ଅଲଗ ନମ୍ବରକେ ଡାଏଲ୍ ନାଇଁକରିକିନା ଗୁଟେ ନମ୍ବରକେ ଡାଏଲ୍ କରିପାରବେ । ଆଘୋନୁ ୧୦୦,୧୦୧, ୧୦୨, ୧୦୪,୧୦୮,୧୮୧ ନମ୍ବର ସବୁ ଭିନ୍ ଭିନ୍ ବିଭାଗ ଲାଗି ଖୁଲାଯାଇଥିଲା । ଇହାଦେ ରାଜ୍ୟ ସରକାର ଇ ସବୁ ନମ୍ବରକେ ଗୁଟେ କରିକିନା ୧୧୨ ନମ୍ବର ରଖିଛନ୍ ।

ଯେନଟା କେନସି ଭିଲ୍ ସାହାଜ୍ ଲାଗି ଦରକାର ଥିଲେ କାମେ ଆସିପାରବା । ଆରୁ ଇଥିର ଲାଗି ମୁଖ୍ୟମନ୍ତ୍ରୀ ପୋଲିସ ବିଭାଗନେ ୧୦୯୮ଟା ପଦ୍ ଦେବାର ଲାଗି ନିର୍ଦ୍ଦେଶ ଦେଇଛନ୍ । ୧୧୨ ସେବା ଲାଗି ୪ ଜନ୍ ଡିଏସପି, ୧୫୧ ଜନ୍ ସବ୍‌ଇନ୍ସପ୍ଟେର, ୨୦୩ ଜନ୍ ସହକାରୀ ସବ୍‌ଇନ୍ସପେକ୍ଟର, ଆରୁ ୭୪୦ ଜନ୍ କନେଷ୍ଟବଳ ନିୟୋଜିତ୍ ହେବେ । ଇତାର ବାହାରେ ୧୯୮ ଜନ୍ କଲ୍ ଟେକର ଏକ୍ସିକ୍ୟୁଟିଭ୍ ଆରୁ ୨୩୬ଟା ଗାଡି ନିୟୋଜିତ୍ ହେବା । ୧୧୨ ନମ୍ବର କେ କଲ୍ କରିକିନା ଲୋକ୍ ସବୁ ଜରୁରୀ ସେବା ଯେନ୍ତା ପାଇପାରବେ ଏଥିର ଲାଗି ଏନ୍ତା ବେବସ୍ଥା କରାଯାଇଛେ ।

Leave A Reply

Your email address will not be published.