ପାଠ ପଢମି… ଚାକରି କରମି…ପଏସା କମାଲେ କୁରକୁରି, ଆଇସକ୍ରିମ୍ ଖାଇମି

0

ଆଏଜକାଲି ସୋସିଆଲ୍ ମିଡିଆ ଲୋକମାନକଁର ଲାଗି ଯେନ୍ତା ଜରୁରୀ ହେଇଯାଇଛେ । ଇଣ୍ଟରନେଟ୍ ଯୁଗଥି ସବୁନର ଟିକ୍ ନିକ୍ ଖବର ଲୋକମାନକଁର ପାଶକେ ପୁହୁଁଚିପାରୁଛେ । ସୋସିଆଲ ମିଡିଆ ଲାଗି ବହୁତ୍‌ଟେ ଜିନିଷ୍ ଭାଇରାଲ ଭିଲ୍ ହେଉଛେ, ବାକି ଇଟା ସତ୍ ଯେ କିଛିଟା ଭଲ୍ ଲାଗି ହେଉଛେ, କିଛିଟା ମଜା ମସ୍ତି ଆର ମନୋରଂଜନ୍ ଲାଗି ହେଉଥିବାର ବେଲକେ ଆରକିଛି ଖରାପ୍‌କଥା ଭିଲ୍ ଭାଇରାଲ ହେଉଛେ । ଇହାଦେ ସୋସିଆଲ ମିଡିଆନେ ଛୋଟ୍ ଛୁଆକଁର କଥା ମାନକୁ ନେଇକରି ଭିଡିଓ ମାନେ ବେଶୀ ଭାଇରାଲ ହେଉଛେ । ହେନ୍ତା ଗୁଟେ ଭିଡିଓ ଇହାଦେ ଭାଇରାଲ ହେଇଛେ ଯେନଠାନେ ଗୁଟେ ଟୁକେଲ ଛୁଆ କାନ୍ଦି କାନ୍ଦି କହୁଛେ ଯେ ପାଠ ପଢମି, ଚାକରି କରମି ବଲି । ପହରାର ଆଜିରର ଭିଡିଓନେ ଇ ଭାଇରାଲ ଟୁକେଲ ଛୁଆର କଥା ଦେଖମା ।

Leave A Reply

Your email address will not be published.