ଦେଶନେ ଆର ଗୁଟେ ନିର୍ଭୟା ଘଟନା

୫୦ ବର୍ଷୀୟ ମହିଲାକୁଁ ଗଣଦୁଷ୍କର୍ମ ଉତାରୁ ହତ୍ୟାକରିକିନା ଘର ବାହାରେ ଫିକିଦେଲେ ବଦ୍‌ମାସ୍‌

0

ଉତ୍ତରପ୍ରଦେଶନେ ଆର୍ ଗୁଟେ ନିର୍ଭୟା ଘଟନା ଦେଖବାକେ ମିଲିଛେ । ଜନେ ମହିଲାକୁଁ ଗଣଦୁଷ୍କର୍ମ କରାଗଲା ଉତାରୁ ତାକୁଁ ମାରିକରି ତାକଁର ଘର ଆଗାଡେ ଫିକି ଦିଆଯାଇଥିବାର ଅଭିଯୋଗ ହେଇଛେ । ପଶ୍ଚିମ ଉତ୍ତରପ୍ରଦେଶର ବଦାୟୁଁ ଜିଲ୍ଲାନୁ ଆସିଛେ ଏନ୍ତା ଦୁଃଖଦ୍ ଘଟନା । ସୂଚନା ହିସାବେ ଗଲା ରଏବାର ବେଲବୁଡାନୁ ମହିଲା ଜନକ୍ ନିଖୋଜ୍ ଥିବାର ନେଇକରି ପରିବାର ଲୁକେ ଥାନାନେ ଲିଖିତ୍ ଅଭିଯୋଗ ଦେଇଥିଲେ । ପରିବାର ଲୁକକଁର କହେବାର କଥା କି ମହିଲା ସଖାଲୁ ମନ୍ଦିର ଯାଇଥିବାର ବେଲକେ ଆରୁ ଘରକେ ନାଇଁ ଫିରିଥାଇ ଯାର ଉତାରୁ ସେ ନିଖୋଜ୍ ଥିବାର କଥା ପୁଲିସକୁଁ ଜନେଇଥିଲେ ।

ହେଲେ ଥାନା ବାବୁ ଘଟନାକେ ଠିକ୍ ହିସାବେ ନାଇଁ ନେଇକରି ଛାଡି ଦେଇଥିଲେ ପଛେ ଦୁଷ୍କର୍ମୀମାନେ ମଙ୍ଗଲବାର ଦିନ୍ ବେଲବୁଡେ ମହିଲାକଁର ଖଁଣିଆ ଖାବରା ମଲାଦେହ ତାକଁର ଘର ବାହାରୁ ମିଲିଥିଲା । ମାମଲାନେ ପୁଲିସ ମନ୍ଦିର ପୂଜକକଁର ସାଙ୍ଗେ ଆର ଦୁଇ ଜନ୍‌କୁଁ ଗିରଫ୍ କରିଛେ ପୁଲିସ ଆର ଝନେ ଅଭିଯୁକ୍ତ ଷପରାର ଅଛେ । ଦୁଷ୍କର୍ମ ଶିକାର ମହିଲା ଜନକ ଜନେ ଅଙ୍ଗନୱାଡି କର୍ମୀ ଭାବେ କାମ୍ କରୁଥିଲେ ତାକୁଁ ୫୦ ବରଷ ହେଉଥିଲା । ସେଆଡେ ପୋଷ୍ଟ ମର୍ଟମ୍ ରିପୋର୍ଟନୁ ଜନାପଡିଛେ ମହିଲାକୁଁ ଦୁଷ୍କର୍ମ କରାଯିବାର ଉତାରୁ ହତ୍ୟା କରାଯାଇଥିଲା । ଏନ୍ତାକି ନିର୍ଭୟା ଦୁଷ୍କର୍ମ ମାମଲା ଲେଖେଁ ମହିଲାକଁର ଗୁପ୍ତାଙ୍ଗନେ ରଡ୍ ଭର୍ତ୍ତି କରାଯାଇଥିବାର ଜନାପଡିଛେ । ଘଟନାକେ ନେଇକରି ସବୁନେ ନିନ୍ଦା କରାଯାଇଥିବାର ବେଲକେ ବାରମ୍ବାର ଏନ୍ତା ଘଟନା ଘଟୁଥିବାରନୁ ଚିନ୍ତା ବଢିଛେ ।

Leave A Reply

Your email address will not be published.